‘ଜମି ଓ ଖଣି ଲୁଟ୍ ପରେ ମାଫିଆଙ୍କ ଆଖି ପ୍ରଭୁ ଜଗନ୍ନାଥଙ୍କ ସମ୍ପତ୍ତି ଉପରେ ପଡ଼ିଛି’:ଯୋଗୀ
ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜାଇ ଦେଲେଣି। ଜମି ଓ ଖଣି ଲୁଟ ପରେ ମାଫିଆମାନେ ପ୍ରଭୁ ଜଗନ୍ନାଥଙ୍କ ସମ୍ପତି ଉପରେ ଆଖି ପକାଇଲେଣି। ପ୍ରଭୁ ଜଗନ୍ନାଥ ଓଡ଼ିଶାରେ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ଓ ଗୋ ମାଫିଆଙ୍କୁ ସାବାଡ଼ ପାଇଁ ଶକ୍ତି ଦିଅନ୍ତୁ। ଚିଲିକାର ବାଣପୁର!-->…
