Odia News Portal

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରଯାଇଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆସିଛି କଟକରୁ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିବା

କୋରାପୁଟ ଗସ୍ତରେ ଡିଜିପି ୱାଇବି ଖୁରାନିଆ

କୋରାପୁଟ ଗସ୍ତରେ ଯିବେ ଡିଜିପି ୱାଇବି ଖୁରାନିଆ । ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ କରିବେ ସମୀକ୍ଷା । ଏସପିଙ୍କ ସହ  ବରିଷ୍ଠ ଅଧିକାରୀ ସାମିଲ ହେବେ । ନକ୍ସଲ ନିପାତ ସହ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା କରିବେ ।

ତଳ ଓ ଉପର ପଡିଆରେ  ବାଲିଯାତ୍ରା : ହାଇକୋର୍ଟ

ବାଲିଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ । ଉଭୟ ତଳ ଓ ଉପର ପଡିଆରେ ହେବ ବାଲିଯାତ୍ରା ।  ଆସନ୍ତା ବର୍ଷ କେବଳ ତଳ ପଡିଆରେ ହେବ ବାଲିଯାତ୍ରା । ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପେଦକ୍ଷେପ ନେବେ । ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ପ୍ରଶାସନ । 

ବାରହା ଫାଶରେ ବାଘ

ଢେଙ୍କାନାଳ ଆସନମାଳି ମହାବୀର ରୋଡ଼ ଜଙ୍ଗଲ ରେ ବାରହା ଫାସରେ ପଡିଛି ବାଘ l ଦୀର୍ଘ 9 ଘଣ୍ଟା ଧରି ବନ ବିଭାଗ ର ଶହେ ରୁ ଉର୍ଦ୍ଧ କର୍ମଚାରୀ ଏହି କଲରା ପତରିଆ ବାଘ କୁ ଉଦ୍ଧାର କରିବା ପାଇଁ ଉଦ୍ୟାନ କରି ଶେଷରେ ଫାଇଲ ହୋଇଛ l ଏହା ପରେ ବାଘ କୁ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରିବା ପାଇଁ

ରିଲିଫ କୋଡ଼ ହେବ ଅଧିକାର ଆଇନ

ବଦଳିବ ରିଲିଫ କୋଡ଼ l ରାଜ୍ଵସ ବିଭାଗ ରୁ ହଟିବ ପୁରୁଣା ଆଇନ l ରିଲିଫ କୋଡ଼ ହେବ ଅଧିକାର ଆଇନ l ଆଉ ଦୟା ନୁହେଁ ଲୋକଙ୍କୁ ଅଧିକାର ମିଳିବ l ସୂଚନା ଦେଲେ ରାଜ୍ବସ ମନ୍ତ୍ରୀ ସୁରେଶ ପୂଜାରୀ

ମଝି ଚିଲିକାରେ  ଅଟକିଲା ଭସାପୋଲ

କିଛି ଯାନ୍ତ୍ରିକ ତ୍ରୁଟିରୁ ମଝି ଚିଲିକାରେ ଅଟକିଲା ଭସାପୋଲ ।ସାତପଡା ନିକଟ ଚିଲିକାରେ ଏକ ଘଣ୍ଟାରୁ ଅଧିକ ହେବ ଅଟକିଛି । ସାତପଡାରୁ ଜହ୍ନିକୁଦା ଯାଉଥିଲା । ସେଥିରେ ଫସିଛନ୍ତି ୬୦ରୁ ଅଧିକ ଯାତ୍ରୀ ।

ହ୍ରାସ ପାଇଲା ସୁନାର ଦର

ଗ୍ରାହକଙ୍କ ପାଇଁ ଖୁସି ଖବର । ହ୍ରାସ ପାଇଲା ୨୪ କ୍ୟାରେଟ୍ ସୁନାର ଦର । ସୁନା ଦର ୮୨ ହଜାରରୁ ଖସି ୭୮ ହଜାର ୫୦୦ ଟଙ୍କା ହେଲା । ୨୨ କ୍ୟାରେଟ୍ ସୁନାର ଦର ୭୬ ହଜାର ଥିଲା । ହ୍ରାସ ପାଇବା ପରେ ୭୨ ହଜାର ହେଲା । ସୁନା ଦର ଖସିବା ପରେ ଏବେ ଗ୍ରାହକଙ୍କ ମଧ୍ୟରେ ସୁନା କିଣିବାର ଆଗ୍ରହ

୧୨ ବର୍ଷର ତପସ୍ୟା କୁ ଶୁଖୁଆ ଝୋଳରେ ସାରିଦେଲେ ବିଜେପି ସରକାର

କନ୍ଧମାଳ ଜିଲ୍ଲା ରେ ଆମ୍ବ ଟାକୁଆ ଜାଉ ଖାଇ ଦୁଇ ଜଣ ଆଦିବାସୀଙ୍କର ମୃତ୍ୟୁ ଘଟଣା କୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି l ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆମ ସରକାରଙ୍କ ର ବିକାଶ ମୂଳକ ଯୋଜନା ଲୋକଙ୍କୁ

ବନ୍ଧା ହେଲେ କୋଟିପତି ମ୍ୟାନେଜର

ଇଡକୋ ଜୁନିୟର ମ୍ୟାନେଜର ବିଜୟ ଉଦୟସିଂହ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଭୁବନେଶ୍ୱରରେ ୩କୋଟି ୨୨ ଲକ୍ଷ ମୂଲ୍ୟର ୪ ମହଲା କୋଠା ମିଳିଥିଲା । ପୁରୀରେ ଗୋଟିଏ ଫ୍ଲାଟ ,  ଭୁବନେଶ୍ୱର ଓ ଖୋର୍ଦ୍‌ାରେ ୩ଟି ଜମି ମିଳିଥିଲା । ୫୫ ଲକ୍ଷର ବ୍ୟାଙ୍କ ଜମା ସହ

‘ନୂଆବର୍ଷରୁ ମିଳିବ ହିତାଧିକାରୀଙ୍କୁ ଚାଉଳ ସହ ଗହମ’

ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ। ଏନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି, ଗହମ ଆସିଛି କିନ୍ତୁ ସରକାରୀ ସ୍ତରରେ କାମ ସାରି ନଥିବାରୁ ଦୁଇ ମାସ ବିଳମ୍ୱ ହେବ। କିଛି ଲୋକ ଚାଉଳ ସହ ଗହମ ନେବାକୁ