Odia News Portal

ମଣ୍ଡି ଜଗିବେ  ବିଜେପି କୃଷକ ମୋର୍ଚ୍ଚା 

ମଣ୍ଡି ଜଗିବେ  ବିଜେପି କୃଷକ ମୋର୍ଚ୍ଚା  । ଆଉ ହଇରାଣ ହରକତ ହେବେନି ଚାଷୀ ।  ମିଲରଙ୍କ ଶୋଷଣର ଶିକାର ହେବେ ନାହିଁ ଚାଷୀ ।  ଏନେଇ ବୈଠକ ପ୍ରସ୍ତୁତି କରିଛି ବିଜେପି କୃଷକ ମୋର୍ଚ୍ଚା । ମତ୍ସ୍ୟ ପଶୁ ସମ୍ପଦ ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକ ବୈଠକରେ ଯୋଗ ଦେଇ  କୃଷକ ମୋର୍ଚ୍ଚା  କର୍ମୀଙ୍କୁ

ଅଦିନିଆ ରଥଯାତ୍ରା ନେଇ ଆପତ୍ତି ଉଠାଇଲେ ଗଜପତି

କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ସେଦିନ ରଥଯାତ୍ରା କରିବାକୁ ମାତିଛି ସଂସ୍ଥା । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରେସମିଟ୍ କରିଛନ୍ତି ଗଜପତି ମହାରାଜା। ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ

ଠାକୁରାଣୀଙ୍କ ମନ୍ଦିରରୁ ଚୋରି

ରାତି ଅଧରେ ମନ୍ଦିରରେ ପଶି କଳକନା ବୁଲାଇ ଦେଲେ ଚୋର। ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ଜୟପୁର ଗାଁରେ ଥିବା ବଣ ବାଆଁରେଇ ମନ୍ଦିରରୁ ଏହି ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଚୋରମାନେ ମନ୍ଦିରର ତାଲା

ନଭେମ୍ବର ୨୧ରୁ ଆରମ୍ଭ ହେବ ଧାନ କିଣା

ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଚଳିତ ଖରିଫ୍‌ ଋତୁରେ ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକରେ ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ବରଗଡ଼ ଜିଲ୍ଲାରୁ ଧାନ କିଣା ଆରମ୍ଭ ହେବ। ଚଳିତ ବର୍ଷ ୮୦ ଲକ୍ଷ ଟନ୍‌ ଧାନ

ଇସ୍କନ ରଥଯାତ୍ରା କୁ ନେଇ ତୀବ୍ର ପ୍ରତିକ୍ରିୟା

ଆମେରିକା ର ହ୍ୟୁଷ୍ଟନ ସହରରେ ଇସ୍କନ ତରଫରୁ ଅଦିନିଆ ରଥଯାତ୍ରା କୁ ନେଇ ସମଗ୍ର ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି l ଶ୍ରୀ ଜଗନ୍ନାଥ ପୁରୀ ରୁ ଆରମ୍ଭ କରି ଦିଲ୍ଲୀ ଆମେରିକା ପର୍ଯ୍ୟନ୍ତ ସବୁଆଡେ ଇସ୍କନ ର ଏହି କାର୍ଯକ୍ରମ କୁ ତୀବ୍ର ନିନ୍ଦା କରାଯାଇଛି l ତୀବ୍ର ନିନ୍ଦା

ଦିଲ୍ଲୀ ରେ ଓଡ଼ିଆ ଯୁବତୀ କୁ ଦୁଷ୍କର୍ମ

ଦିଲ୍ଲୀ ରେ ଗତମସ 11 ତାରିଖରେ ଓଡ଼ିଆ ଯୁବତୀ ଙ୍କୁ ଗଣ ଦୁଷ୍କର୍ମ ମାମଲା ରେ ଦିଲ୍ଲୀ ପୋଲିସ 3 ଅଭିଯୁକ୍ତ ଙ୍କୁ ଗିରଫ କରିଛି ବୋଲି ନୂଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ଗାଣମାଧ୍ୟମ କୁ କହିଥିଲେ ଯେ ଏହି ଘଟଣା ର ତୁରନ୍ତ ପଦକ୍ଷପ

ଲାଞ୍ଚ ନେଉଥିଲେ ଜେଇ; ମାଡ଼ି ବସିଲା ଭିଜିଲାନ୍ସ

ଲାଞ୍ଚ ନେବା ଜେଇଙ୍କୁ ପଡ଼ିଲା ମହଙ୍ଗା। ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ। ଭିଜିଲାନ୍ସ ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରୁଛି। ଏକ ବିଲ୍‌

କିଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ ? ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ

ଏ ଧରିବ ରାଜ୍ୟ କଂଗ୍ରେସର ମଙ୍ଗ । କାହାକୁ ପିସିସି ସଭାପତି ବାଛିବେ ଶୀର୍ଷ ନେତୃତ୍ବ । ଏନେଇ ଆଜି ବସୁଛି ଗୁରୁତ୍ବପୂର୍ଣ୍ଣ ବୈଠକ । ପିସିସି କାର୍ଯ୍ୟାଳୟରେ ଏହି ବୈଠକ ବସିବ ।  PCC ଚୟନ କମିଟି ମୁଖ୍ୟ ଚରଣ ଦାସ ମହନ୍ତ ଏବଂ ମିନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ କଂଗ୍ରେସ ଷ୍ଟିୟରିଂ କମିଟିର

ଆସିଲା ବାତ୍ୟା `ଦାନା’ର କ୍ଷୟକ୍ଷତି ରିପୋର୍ଟ

ବାତ୍ୟା ଦାନା କ୍ଷୟକ୍ଷତି ରିପୋର୍ଟ ଆସିଲା । ଜିଲ୍ଲା ସ୍ତରରୁ ଆସିଥିବା କ୍ଷୟକ୍ଷତି ରିପୋର୍ଟ ପାଇଲେ ରାଜ୍ୟସରକାର । କ୍ଷୟକ୍ଷତି ରିପୋର୍ଟ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ପ୍ରାଥମିକ ଆକଳନ ଅନୁସାରେ କ୍ଷତି ପ୍ରାୟ ୬୦୦ କୋଟି । ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା

ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ନଭେମ୍ବର ୧୮ ରୁ ତିନି ଦିନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଶାନ୍ତ ବର୍ଷ ହେଵାଉ ଥିବା ଉତ୍କଳ ଓଡ଼ିଶା କନକ୍ଲେଭ ପୂର୍ବରୁ ସିଙ୍ଗାପୁରରେ ଏକ ରୋଡ୍ ସୋ ସହିତ ନିବେଶକଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ତାଙ୍କ ସିଙ୍ଗାପୁର