ଲୋକଙ୍କ ଦ୍ୱାର ରେ ପହଂଚିବ ନ୍ୟାୟ
ଆଇନ ବିଭାଗ ଦ୍ୱାରା ଲୋକସେବା ଭବନରେ ଜାଗୃତିକରଣ କାର୍ୟ୍ୟକ୍ରମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନ୍ୟାୟିକ ବ୍ୟବସ୍ଥା ନେଇ ଲୋକଙ୍କୁ ସଚେତନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର କାର୍ୟ୍ୟକ୍ରମ । ସଚେତନତା କାର୍ୟ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେଇଥିଲେ!-->…
