Odia News Portal

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ଓଡିଶାର କାହାକୁ ଆସିଛି କଲ, ଜାଣନ୍ତୁ

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶପଥ ନେବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।ରାଜ୍ୟରୁ ୮ ଜଣ ବିଜେପି ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ପିଏମ୍ଓ ପକ୍ଷରୁ ସମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ…

କମଳା ରଂଗର ଡ୍ରେସ ପିନ୍ଧି ବୋଲ୍ଡ ଲୁକ୍ରେ ନଜର ଆସିଲେ କାଇଲି ଜେନର

ହଲିଉଡ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ ତାଙ୍କ ବୋଲ୍ଡନେସ ପାଇଁ ଚର୍ଚ୍ଚାରେ ଥାନ୍ତି। ହଲିଉଡ ସେନସେସନ୍‌ କାଇଲି ଜେନର ୨୧ ବର୍ଷ ବୟସରେ ପୂରା ଇଣ୍ଡଷ୍ଟ୍ରିରେ ଧମାଲ କରୁଛନ୍ତି। ରିଆଲିଟି ଟିଭି ସୋ’ର ଷ୍ଟାର କାଇଲି ନିଜ ଅଭିନୟ ଓ ଅନ୍ଦାଜ ପାଇଁ ବେଶ ପପୁଲାର। ଇଣ୍‌ଷ୍ଟା, ଫେସବୁକ୍‌ ଓ ଅନ୍ୟାନ୍ୟ…

ଆଜିଠୁ କ୍ରିକେଟ୍ ମହାକୁମ୍ଭ, ଇଂଲଣ୍ଡ – ଦକ୍ଷିଣ ଆଫ୍ରିକା ଉଦଘାଟନୀ ମୁକାବିଲା

ଲଣ୍ଡନ : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ୍‌ । ଇଂଲଣ୍ଡ ଓ ୱେଲ୍ସ ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ଆୟୋଜକ ରହିଛନ୍ତି । ଆସନ୍ତାକାଲି ଉଦ୍‌ଘାଟନୀ ମୁକାବିଲା ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ସମୟ ଯେତିକି ପାଖେଇ ଆସୁଛି ପ୍ରଶଂସକଙ୍କ ଉତ୍କଣ୍ଠା…

ଆଖି ବୁଜିଲା ‘ବିନି’

ଭୁବନେଶ୍ବର : ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଥିବା ବଣମଣିଷ ‘ବିନି’ର ବୁଧବାର ରାତି ୯ଟା ୪୦ରେ ମୃତ୍ୟୁ ହୋଇଛି । ତାର ଖାଦ୍ୟ ଥଳିରେ ଘା’ ହେବାରୁ ସେ ଗୁରୁତର ଅସୁସ୍ଥ ହୋଇଥିଲା । ଓୟୁଏଟିର ଏକ ବିଶେଷଜ୍ଞ ଦଳ ଆସି ତା’ର ଚିକିତ୍ସା ଜାରି ରଖିଥିଲେ । ତେବେ ସବୁ ଚେଷ୍ଟା ସତ୍ତେ୍ୱ ବି ବିନିକୁ…

ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସ୍ଥାୟୀ ରୋଜଗାର

ଭୁବନେଶ୍ବର : ଓଡିଶାର ବିକାଶ ଓ ରୂପାନ୍ତରଣରେ ମହିଳା ସଶକ୍ତିକରଣ ଏକ ପ୍ରମୁଖ ସ୍ତମ୍ଭ । ପରିବାର, ଗୋଷ୍ଠୀ ଏବଂ ରାଜ୍ୟର ବିକାଶ ଓ ପରିବର୍ତ୍ତନରେ ମହିଳାମାନଙ୍କର ଭୂମିକାକୁ ସ୍ବୀକୃତି ଦେଇ ରାଜ୍ୟ ସରକାର ବିଭିନ୍ନ ମହିଳା କେନ୍ଦ୍ରିକ ନୀତି ଓ କାର‌୍ୟ୍ୟକ୍ରମକୁ ଗୁରୁତ୍ବ ପ୍ରଦାନ କରିଛନ୍ତି ।…

ମହିଳା ହକି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ୧୮ ଜଣିଆ ତାଲିକାରେ ସ୍ଥାନ ପାଇଲେ ୩ ଓଡ଼ିଆ

ଏଫଆଇଏଚ ମହିଳା ହକି ସିରିଜ୍ ଫାଇନାଲ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ୧୮ ଜଣିଆ ଭାରତୀୟ ଦଳରେ ୩ ଓଡ଼ିଆ ମହିଳା ହକି ଖେଳାଳୀଙ୍କୁ ଏହି ପ୍ରତିଯୋଗିତା ପାଇଁ ସ୍ଥାନ ମିଳିଛି । ସେମାନଙ୍କ ମଧ୍ୟରେ ରହିଛନ୍ତି- ଦିପଗ୍ରେସ୍ ଏକ୍କା, ସୁନିତା ଲାକ୍ରା ଏବଂ ଲିଲିମା ମିଞ୍ଜ । ସେହିପରି ଏହି…

ଭାଇଭଉଣୀଙ୍କ ସହ ସଚିବାଳୟ ଗଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର()  ରାଜ୍ୟ ସଚିବାଳୟ ଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଓ ବଡ ଭଉଣି ଗୀତା ମେହେଟ୍ଟାଙ୍କୁ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି କ୍ରମାଗତ ପଂଚମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶପଥ…

ନବୀନଙ୍କୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

 ଭୁବନେଶ୍ବର()   ବିଜେଡି ସୁପି୍ରମୋ ନବୀନ ପଟ୍ଟନାୟକ ସମଗ୍ର ଦେଶରେ ଏକ ବିରଳ ଇତିହାସ ସୃଷ୍ଟି କରି ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆଜି ଦାୟୀତ୍ୱ ଗ୍ରହଣ କରିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱଟ କରି ମୁଖ୍ୟମନ୍ତ୍ରୀଙ୍କୁ…

ଆଜି ଆସିବ କାଳିଆ ଟଙ୍କା

ଭୁବନେଶ୍ୱର ()  ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ସହ ପଞ୍ଚମ ପାଳିର ନୂଆ ଟିମ୍ ତଥା ନବୀନଙ୍କ ମନ୍ତ୍ରୀମଣ୍ଡଳ ସମସ୍ତ ସଦସ୍ୟ ଗଣ ଶପଥ ନେଇଛନ୍ତି । ତେବେ ନିର୍ବାଚନ ବେଳେ ଦେଇଥିବା କଥା ରଖିବେ ନବୀନ। ‘କାଳିଆ’ ଯୋଜନାର ବଳକା ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ।…

ନବୀନଙ୍କ ପଂଚମ ଇଂନିସ୍ ଆରମ୍ଭ

ଭୁବନେଶ୍ବର : ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ପଂଚମ ପାଳି । ରେକର୍ଡ଼ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ । ଲଗାତାର ପଚଂମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ । ବିଧାନସଭା ନିର୍ବାଚନରେ ବିଜେଡିର ବଡ ବିଜୟ ପରେ ଲଗାତର ପଂଚମ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.