Odia News Portal

ପଞ୍ଚମ ପାଳିର ଶପଥ ନେଲେ : ନବୀନ

ଭୁବନେଶ୍ୱର ()   ପଞ୍ଚମ ପାଳିରଶପଥ ଗ୍ରହଣ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଶପଥ ସମାରୋହରେ ଭଉଣୀ ଗୀତା ମେହେଟ୍ଟା ଏବଂ ଭାଇ ପ୍ରେମ୍ ପଟ୍ଟନାୟକ ସାମିଲ ହୋଇଥିଲେ । ପ୍ରଦର୍ଶନୀ ପଡ଼ିଆରେ ଏହି ସମାରୋହରେ ହୋଇଛି । ସେପଟେ ନବୀନଙ୍କ ସହ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ସଦସ୍ୟ ମଧ୍ୟ ଶପଥ…

ପ୍ରଦର୍ଶନୀ ପଡ଼ିଆ ଚଳଚଞ୍ଚଳ …

ଭୁବନେଶ୍ୱର : ପଞ୍ଚମ ଥର ପାଇଁ ବିଜେଡି ସରକାର ଗଠନ କରିବାକୁ ଯାଉଛି। ତେବେ ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ୨୦  ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେବେ। ତେବେ ନବୀନଙ୍କ ଏହି ଶପଥ ସମାରୋହ ଲାଗି କଡ଼ା…

ବାଂଲାଦେଶକୁ ୯୫ ରନରେ ହରାଇଲା ଭାରତ, ଧୋନୀ-ରାହୁଲଙ୍କ ଶତକ

କାର୍ଡିଫ : ମହେନ୍ଦ୍ର ସିଂହ ଧୋନୀ ଓ କେଏଲ ରାହୁଲଙ୍କ ଧମାକାଦାର ବ୍ୟାଟିଂ ପରେ କୁଲଦୀପ-ଚହଲଙ୍କ ଶାଣିତ ବୋଲିଂ ବଳରେ ଭାରତ ଏଠାରେ ଖେଳାଯାଇଥିବା ନିଜର ଦ୍ଵିତୀୟ ତଥା ଶେଷ ଅଭ୍ୟାସ ମ୍ୟାଚରେ ବାଂଲାଦେଶକୁ ୯୫ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ଦୃଢ ମନୋବଳ ସହ ଜୁନ ୫ରେ ଦକ୍ଷିଣ…

ନବୀନଙ୍କ ନୂଆ ଟିମ୍

ଭୁବନେଶ୍ବର()  ଆସନ୍ତାକାଲି ନୂଆ ମନ୍ତ୍ରୀମଣ୍ଡଳ ସହ ପ୍ରଦର୍ଶନୀ ପଡିଆରେ ଶପଥଗ୍ରହଣ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଜଣକ ପରେ ଜଣେ ବିଧାୟକଙ୍କ ନିକଟକୁ ଫୋନ କଲ ଆସିବା ଆରମ୍ଭ ହୋଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶପଥ ନେବା ପୂର୍ବରୁ ପୁରୀରେ…

କାହିଁକି ଦୁଃଖିତ ଅଛନ୍ତି ସଲମାନ,ଜାଣନ୍ତୁ

ସଲମାନ ଖାନଙ୍କର ବିବାହକୁ ନେଇ ସର୍ବଦା ଚର୍ଚ୍ଚା ଦେଖିବାକୁ ମିଳିଥାଏ। ସଲମାନ କାହିଁକି ବିବାହ କରିନାହାନ୍ତି ବୋଲି ସିଧା ଉତ୍ତର ରଖିଥିଲେ। ସଲମାନ କହିଛନ୍ତି ସେ ଆଜି ପର୍ୟ୍ୟନ୍ତ ବିବାହ ପାଇଁ କୌଣସି ଝିଅକୁ ପ୍ରପୋଜ କରିନାହାନ୍ତି। ଯାହାଫଳରେ ତାଙ୍କର ବିବାହ ହୋଇପାରିନାହିଁ। ତା ସହିତ…

ଶ୍ରୀକ୍ଷେତ୍ରରେ ନବୀନ

ପୁରୀ()  ଶପଥ ଗ୍ରହଣ ପୂର୍ବରୁ ଶ୍ରୀକ୍ଷେତ୍ର ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି ନବୀନ ପଟ୍ଟନାୟକ । ୫ମ ପାଳି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରିବା ପରେ ନବୀନ କହିଛନ୍ତି ,…

କଳ୍ପନାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର()  ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାର କରାଯାଇଛି। ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବେସ୍ କ୍ୟାମ୍ପରେ ଆସନ୍ତାକାଲି ସମସ୍ତ ଫର୍ମାଲିଟି ପୂରଣ କରାଯିବା ପରେ ମରଶରୀରକୁ କାଠମାଣ୍ଠୁ ନିଆଯିବ ଏବଂ ସେଠାରେ ଥିବା ଭାରତୀୟ ଦୂତାବାସ ଓ ଉଦ୍ଧାରକାରୀ…

୧୧ଟି ଜିଲ୍ଲାକୁ କାଳବୈଶାଖୀ

ଭୁବନେଶ୍ବର()  ରାଜ୍ୟର ୧୧ଟି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- ସୁନ୍ଦରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, କନ୍ଧମାଳ,…

ଭାରତୀୟ ହକି ଦଳ ଘୋଷଣା, ଖେଳିବେ ୨ ଓଡିଆ

ଭୁବନେଶ୍ୱର :  ଜୁନ୍ ୬ରୁ କଳିଙ୍କ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିବା ବେଳେ ଏହି ଦଳରେ ୨ ଜଣ ଓଡିଆ ରହିଛନ୍ତି । ଭାରତୀୟ ହକିର ମୋଟ୍ ୧୮ ଜଣିଆ ଦଳରେ ୨ ଓଡିଆ- ବୀରେନ୍ଦ୍ର ଲାକ୍ରା ଓ ଅମିତ…

ବଢ଼ିଚାଲିଛି ଖରାର ପ୍ରକୋପ

ଭୁବନେଶ୍ବର()  ସାରା ରାଜ୍ୟରେ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ସକାଳ ୮ଟା ବେଳକୁ ମାଡି ଆସୁଛି ଖରା । ଅପରାହ୍ନ ୪ଟା ପର୍ୟ୍ୟନ୍ତ କଲବଲ କରୁଛି । ଗତ ଦୁଇ ସପ୍ତାହ ହେଲା ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଆଜିବି ଲାଗି ରହିବ ସମାନ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.