Odia News Portal

ଶିମିଳିପାଳ ଅଭୟାରଣ୍ୟରେ ବାର୍‌ହା ଶିକାର କଲା ବାଘୁଣୀ ‘ଯମୁନା’

 କିଛି ଦିନ ପୂର୍ବେ ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା ବାଘୁଣୀ ‘ଯମୁନା’। ଶିମିଳିପାଳ ଅଞ୍ଚଳରେ ଥିବା କୋର ଅଞ୍ଚଳରେ ଥିବା ଏନକ୍ଲୋଜରରେ ତାକୁ ଛଡ଼ାଯାଇଥିଲା । ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାଘୁଣୀକୁ ମହାରାଷ୍ଟ୍ରରୁ ଅଣାଯାଇଛି । ବାଘୁଣୀର ବୟସ ୨ ବର୍ଷ ୫ ମାସ। 

କାର ଦୁର୍ଘଟଣାରେ ଯୁବତୀ ମୃତ, ଡ୍ରାଇଭର ଗୁରୁତର

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର୍। ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି। ଏମିତି ଭୟଙ୍କର ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ଥାନା ଅନ୍ତର୍ଗତ ଗୋବରବାହାଲି ନିକଟରେ। ମୃତ ଯୁବତୀ ଜଣଙ୍କ ହେଉଛନ୍ତି ଜଗନ୍ନାଥ

ଦୀପାବଳି ପାଳନ ପାଇଁ ଗାଁକୁ ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଜନ୍ମମାଟିରେ ଦୀପାବଳି ପାଳନ କରିବେ। ସୂଚନାଯୋଗ୍ୟ, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରର ମୋହନ ଚରଣ ମାଝୀ ଓଡ଼ିଶାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ

ଦୁଇ ପ୍ରେମିକାଙ୍କ ସହ ମିଶି ପତ୍ନୀଙ୍କୁ ଆନେସ୍ଥେସିଆ ଦେଇ ମାରିଦେଲା ସ୍ୱାମୀ

ପ୍ରେମ ପାଇଁ ଅନ୍ଧ ହେଲା ସ୍ୱାମୀ! ଦୁଇ ପ୍ରେମିକାଙ୍କ ସହ ମିଶି ପତ୍ନୀଙ୍କୁ ଆନେସ୍ଥେସିଆ ଇଞ୍ଜେକ୍‌ସିନ୍‌ ଦେଇ ମାରିଦେଲା! ଆଉ ଆତ୍ମହତ୍ୟାର ରୂପ ଦେଇ ପାଇଁ କିଛି ନଜାଣିଲା ପରି ମୃତଦେହକୁ ଧରି ପହଞ୍ଚିଲେ ମେଡ଼ିକାଲ୍‌ରେ। ହେଲେ ଡାକ୍ତର ମୃତ ଘୋଷଣା କରିବା ସହିତ ପୁଲିସ୍‌କୁ ସୂଚନା

ବିଜେଡି ଛାଡ଼ିଲେ ସୁନନ୍ଦା ଦାସ

ବିଜେଡି ଛାଡ଼ିଲେ ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ସେ ଅଭିଯୋଗ କରିଛନ୍ତି।  ସୂଚନାଯୋଗ୍ୟ,

ବଡ଼ଧରଣର ସାଇବର ଲୁଟ୍ ଘଟଣାର ପର୍ଦ୍ଦାଫାଶ: ୨୪ ଗିରଫ

ବଡ଼ ଧରଣର ସାଇବର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି ସିଆଇଡି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ ଆନ୍ତଃରାଜ୍ୟ ସାଇବର ଲୁଟ୍‌ର ୨୪ ଜଣଙ୍କୁ ଗିରଫ କରାଯାଇଛି। ହ୍ବାଟ୍ସଆପରେ କୋଟାକ୍ ଇନ୍‌ଭେଷ୍ଟମେଣ୍ଟ କ୍ଲବ୍‌ ଗ୍ରୁପ କରି ୬ କୋଟି ୨୮ ଲକ୍ଷ ଟଙ୍କା ଠକେଇ କରିଥିଲେ ଏହି ସାଇବର ଲୁଟେରା। ୧୦୦ରୁ

ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ

ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ଆସିବ ଆଇନ୍ । ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି । ଏହାକୁ ନେଇ ବିଚାର ବିମର୍ଶ ଚାଲିଛି । ଯାତ୍ରା ପାର୍ଟିର ମାଲିକଙ୍କ ସହ ଏ ନେଇ ଆଲୋଚନା ହେବ । ଯାତ୍ରାରେ ଅଶ୍ଳୀଳ ନାଚ ରୋକିବା ପାଇଁ ଆଇନ ଆସିବ ବୋଲି କହିଛନ୍ତି ଆଇନ

ଡେରାବିଶ ସିଡିପିଓଙ୍କୁ କାର୍ଯ୍ୟରୁ ହଟାଗଲା

କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କ ନାଁରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ଗତକାଲି ଜଣେ ମହିଳା କିରାଣୀ ତାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଏହାପରେ ଆଜି ତାଙ୍କୁ

ଗର୍ଭବତୀ କିରାଣିଙ୍କୁ ସିଡିପିଓଙ୍କ ନିର୍ଯାତନା: କରୁଣ କାହାଣୀ ବଖାଣିଲେ

କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ବିତ ବିଭାଗର ଜଣେ ଗର୍ଭବତୀ କିରାଣିଙ୍କୁ ସିଡିପିଓ ନିର୍ଯାତନା ଦେବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ଅଭିଯୋଗ ଘଟଣା ଏବେ କେବଳ କେନ୍ଦ୍ରାପଡ଼ା ଜିଲା ନୁହେଁ, ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ

ବର୍ଷିଲେ ସୁନନ୍ଦା, କହିଲେ – ଯାଜପୁରରେ ଏବେବି ବବିଙ୍କ ରାଜ

ବିଜେଡିରେ ଅଫିସର ଟିକେଟ ବାଣ୍ଟୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ମୋହର ମାରିଛନ୍ତି ପୂର୍ବତନ ବରୀ ବିଧାୟିକା ସୁନନ୍ଦା ଦାସ । ଏଥିସହ ପାଣ୍ଡିଆନ ନବୀନ ନିବାସରୁ ଦଳର କଥା ବୁଝୁଥିବା ବେଳେ ଯାଜପୁରରେ କେବଳ ବବିଙ୍କ ରାଜ ଚାଲିଥିବା ନେଇ ବି କହିଛନ୍ତି ସୁନନ୍ଦ। ଗତକାଲି ଦଳ