Odia News Portal

ରାଉରକେଲାରେ ଗୁଳିମାଡ଼: ଯୁବକ ଗୁରୁତର

ଟ୍ରାଫିକ ମାର୍କେଟରେ ଗୁଳିକାଣ୍ଡ l ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର, ଆରଜିଏଚରେ ଭର୍ତ୍ତି। ସୂଚନା ଅନୁଯାୟୀ, ଆଜି ସକାଳ ସାଢେ ୯ଟା ସମୟରେ ତିନିରୁ ଅଧିକ ଦୁର୍ବୃତ୍ତ ଟ୍ରାଫିକ ମାର୍କେଟରେ ଆଭେଦ ରାୟ ନାମକ ଯୁବକଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ l ଆଭେଦଙ୍କ ପିଠିରେ

ଡେଲି ମାର୍କେଟରେ ଅଗ୍ନିକାଣ୍ଡ: ୨୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ

ଅନୁଗୋଳ ପୌରପାଳିକାର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ଘଟିବାର ଦେଖିବାକୁ ମିଳିଛି । ନିଆଁରେ ୨୦ରୁ ଅଧିକ ଦୋକାନ ଘର ଜଳିପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ସୂଚନା ଅନୁଯାଇ , ଆଜି ଦିନ ପ୍ରାୟ ସାଢେ

ସର୍ଭେ ସରିଛି, ମେଘନାଦ ପାଚେରୀ ମରାମତି ବ୍ୟବସ୍ତା କରିବୁ

 ମେଘନାଦ ପାଚେରୀରେ ଫାଟକକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା । ମେଘନାଦ ପାଚେରୀର ସୁରକ୍ଷା ନେଇ ଆମେ ଚିନ୍ତିତ ଅଛୁ । ଏଏସଆଇ , ଟେକ୍ନିକାଲ ଟିମ ମଧ୍ୟ ସର୍ଭେ କରିଛନ୍ତି – ଅରବିନ୍ଦ ପାଢ଼ୀ। ଏହାକୁ ଗୁରୁତର ସହ ନେଇ ମରାମତି ବ୍ୟବସ୍ତା କରିବୁ। ସେହିପରି ମେଘନାଦ

ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ

ନୂଆ ବର୍ଷରୁ  ରତ୍ନ ଭଣ୍ଡାରର ଗଣତି ମଣତି। ଜିପିଆର ସର୍ଭେର ଚୁଡାନ୍ତ ରିପୋର୍ଟ ଖୁବ୍ ଶୀଘ୍ର ଆସିବ। ପ୍ରାଥମିକ ଆଲୋଚନାରୁ କୌଣସି ଗୁପ୍ତ କୋଠାରୀ ବା ସୁଡଙ୍ଗ ନଥିବା ପ୍ରାୟତଃ ଜଣା ପଡିଛି।  ଚୁଡାନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ

କେନ୍ଦୁଝରରେ ହେବ ଷ୍ଟିଲ ପ୍ଲାଣ୍ଟ : ମୁଖ୍ୟମନ୍ତ୍ରୀ

କେନ୍ଦୁଝରରେ ଜେ ଏସ ଡବ୍ଲ୍ୟୁ – ପୋସ୍କୋ ମିଳିତ ସହେଯାଗରେ ହେବ ଷ୍ଟିଲପ୍ଲାଣ୍ଟ । କେନ୍ଦୁଝର ଗସ୍ତ ଅବସରରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜେ ଏସ ଡବ୍ଲ୍ୟୁ ସହ ପୋସ୍କୋ  ଏମଓୟୁ କରିବା ପରେ ଲାଗି ରହିଥିଲା ଚର୍ଚ୍ଚା ।  ଦିଲ୍ଲୀ ଓ ମୁମ୍ବାଇରେ ମେକ ଇନ ଓଡିଶା ରୋଡ ସୋ ବେଳେ କଥା

ଭୁବନେଶ୍ୱରରେ ହେବ ଏନଏସଡି ଶାଖା – ସୂର୍ଯ୍ୟବଂଶୀ ସୂରଜ

 ଭୁବନେଶ୍ୱରରେ ହେବ ଏନଏସଡି ଶାଖା । ଭୁବନେଶ୍ୱରରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଏନଏସଡିର ୪ର୍ଥ ଶାଖା । ଚଳିତ ବର୍ଷ ୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ । ୨୫ରୁ ନାମଲେଖା ଆରମ୍ଭ । ଅଭିନୟ , ଲିଖନ , ନିର୍ଦ୍ଦେଶନା , ଡିଜାଇନ , କୋର୍ସ ଶିକ୍ଷା ଦିଆଯିବ । ଚଣ୍ଡୀଗଡ , ବାରଣାସୀ , ଗ୍ୟାଙ୍ଗଟକ ପରେ

ସ୍ନାନ ଯାତ୍ରା ବାତିଲ କଲା ଇସ୍କନ

ଆମେରିକା ହୁ୍ୟଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିିଛି । ଇସ୍କନ କେବଳ ସ୍ନାନଯାତ୍ରା ଆୟୋଜନ ବାତିଲ କରିଥିବା ସୂଚନା ମିଳିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ସ୍ନାନଯାତ୍ରାକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ତେବେ ରଥଯାତ୍ରା ଆୟୋଜନ ବାତିଲ

ପୁରୀ ରେଲୱେ ଷ୍ଟେସନରୁ ୧୫୦ ଟି ଜୀବନ୍ତ ଗୁଳି ଉଦ୍ଧାର

ପୁରୀ ରେଲୱେ ଷ୍ଟେସନରୁ ୧୫୦ ଟି ଜୀବନ୍ତ ଗୁଳି ଉଦ୍ଧାର କରିଛି ରେଳବାଇ ପୋଲିସ । ନୂଆଦିଲ୍ଲୀ ପୁରୀପୁରୁଷୋତ୍ତମ ଏକ୍ସପ୍ରେସ ଏସ୍ ୨ ସ୍ଲିପର କୋଚ ବଗିର ସିଟ ତଲୁ ଏକ କଳା ରଙ୍ଗର ବ୍ୟାଗ ମଧ୍ୟରୁ ଆରଫିଏଫ ପୋଲିସ ଜୀବନ୍ତ ଗୁଳି ଗଡିକୁ ଜବତ କରିଛି। ଏ ନେଇ ଆରପିଏଫ ପକ୍ଷରୁ ଜି ଆରପି ପୋଲିସ କୁ

ଶ୍ରୀମନ୍ଦିର ପ୍ରତିହାରୀ ସେବାୟତ ସ୍ବର୍ଗତ ଜମିଦାର ଜଗବନ୍ଧୁ ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଶ୍ରୀମନ୍ଦିର ର ବରିଷ୍ଠ ପ୍ରତିହାରୀ ସେବାୟତ ସ୍ବର୍ଗତ ଜମିଦାର ଜଗବନ୍ଧୁ ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ । ବୁଧବାର ବାରବାଟୀ ଜାଗା କଲ୍ୟାଣି ମଣ୍ଡପ ରେ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଦାମୋଦର ଖୁଣ୍ଟିଆ, ମାଧବ ଖୁଣ୍ଟିଆ ,ନାରାୟଣ ଖୁଣ୍ଟିଆ, ଦୋଳଗୋବିନ୍ଦ

ଘଉଡ଼ାଇବା ବେଳେ ଚାଷୀଙ୍କୁ ଦଳିଦେଲା ଦନ୍ତା

ହାତୀ ଘଉଡ଼ାଇବା ବେଳେ ଚାଷୀଙ୍କୁ ଦଳିଦେଲା ହାତୀ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କାନ୍ତୋଲ ପଞ୍ଚାୟତ କୋଟ ଗାଁରେ। ମୃତକ ହେଲେ କୋଟ ଗାଁରେ ନିଧିଆ ଦେହୁରୀ। ଗତକାଲି ରାତିରେ ହାତୀ ପଲ ଚାଷ ଜମିରେ ପଶି ନଷ୍ଟ କରୁଥିଲେ। ଗ୍ରାମବାସୀ ଏନେଇ ବନ