ପୁଲିସ ଓ ଶିକ୍ଷକ ମୁହାଁମୁହିଁ ; ଧାରଣାରେ ବସିଥିବାବେଳେ ପିଟିଲା ପୁଲିସ
ପୁଣି ରାସ୍ତାକୁ ଓହ୍ଲାଇଲେ ଶହ ଶହ ଶିକ୍ଷକ । କୋଲକାତାରେ ପ୍ରବଳ ହଙ୍ଗାମା । ଗତକାଲିଠୁ ଆରମ୍ଭ ହୋଇଥିବା ଧାରଣା ଆଜି ଉଗ୍ର ରୂପ ନେଇଛି । ପ୍ରାୟ ୨୫ହଜାର ଶିକ୍ଷକ ଚାକିରି ହରାଇବା ପରେ ଏବେ ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି । ଏହି ସମୟରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ବଡ଼!-->…