Odia News Portal

ରାଜ୍ୟ କଂଗ୍ରେସର ନିର୍ବାଚନୀ ଇସ୍ତାହାର

ଓଡ଼ିଶାରେ ତେଲେଙ୍ଗାନା ଫର୍ମୁଲା ଆପଣାଇଲା କଂଗ୍ରେସ। ରାଜ୍ୟ କଂଗ୍ରେସ ଆଜି ଘୋଷଣା କରିଛି ନିଜ ନିର୍ବାଚନ ଇସ୍ତାହାର। ବିଜେପି ‘ମୋଦି ଗ୍ୟାରେଣ୍ଟି’ ଦେଇଥିବା ବେଳେ କଂଗ୍ରେସ ଏହାକୁ ଚେକ ଦେବାକୁ ଚେଷ୍ଟା କରିଛି। ସେଥିପାଇଁ ୯ଟି ଗ୍ୟାରେଣ୍ଟି ଲଞ୍ଚ କରିଛି। ଫୋକସରେ ରହିଛି ମହିଳା, କୃଷକ,

ଆସନ୍ତାକାଲି ଘୋଷଣା ହେବ ନିର୍ବାଚନ ତାରିଖ

ଆସନ୍ତାକାଲି ପ୍ରକାଶ ପାଇବ ନିର୍ବାଚନ ତାରିଖ। ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ। ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନ

ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଆହତ

ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସଡ଼କ ଦୁର୍ଘଟଣାରେ ଆହତ। ତାଙ୍କୁ ସମ୍ବଲପୁର ବିକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେଢ଼ାଖୋଲ ନିକଟସ୍ଥ ବେଲୋଡ଼ିହିରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି ପ୍ରସନ୍ନ। ସୂଚନା ଅନୁସାରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନ

ମମତାଙ୍କ ମୁଣ୍ଡରେ ଲାଗିଲା ଗଭୀର ଆଘାତ, ହସ୍ପିଟାଲରେ ହେଲେ ଭର୍ତ୍ତି

ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ତୃଳମୂଳ କଂଗ୍ରେସ ସୋସିଆଲ ମିଡିଆ ଏକ୍ସରେ ଫଟୋ ଶେୟାର କରି ଏହି ସୂଚନା ଦେଇଛି। ଫଟୋରେ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ

୫ କେଜିର ଗଞ୍ଜେଇ ଜବତ : ୧ ଗିରଫ

 ବରଗଡ଼ରୁ ମଧ୍ୟପ୍ରଦେଶକୁ ବେଆଇନ ଗଞ୍ଜେଇ ଚାଲାଣ କରୁଥିଲା ଯୁବକ । ଏ ସମ୍ପର୍କରେ ଟିଟିଲାଗଡ଼ ରେଲୱେ ପୁଲିସ ଖବର ପାଇଥିଲା । ଟ୍ରେନଟି ଟିଟିଲାଗଡ଼ ଷ୍ଟେସନ ପହଞ୍ଚିବା ପୂର୍ବରୁ ରେଲୱେ ପୁଲିସ ଗଞ୍ଜେଇ ମାଫିଆକୁ ମାଡ଼ିବସିଥିଲା । ଗିରଫ ଗଞ୍ଜେଇ ମାଫିଆ ଜଣଙ୍କ ମଧ୍ୟପ୍ରଦେଶର ହର୍ଷିତ ଜେନା

ଗର୍ଭବତୀ ମହିଳାମାନେ ସ୍ମାର୍ଟଫୋନଠାରୁ ଦୂରେଇ ରୁହନ୍ତୁ

 ସ୍ମାର୍ଟଫୋନ୍‌, ଲ୍ୟାପଟପ୍‌, ବ୍ଲୁଟୁଥ୍‌ ଆଦି ସୂଚନାପ୍ରଯୁକ୍ତି ଉତ୍ପାଦରୁ ବିକିରଣ ହେଉଥିବା ତରଙ୍ଗ ଗର୍ଭ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି। ସ୍ମାର୍ଟଫୋନ୍‌ର ବହୁଳ ବ୍ୟବହାର ଯୋଗୁ ଗର୍ଭପାତ ସମସ୍ୟା ବଢ଼ୁଛି ବୋଲି ଜଣାପଡିଛି।  ଗର୍ଭାବସ୍ଥାରେ

ନାବାଳିକା ଅସଦାଚରଣ ମାମଲା:ଆସାମୀକୁ ୩ ବର୍ଷ ସଶ୍ରମ କରାଦଣ୍ଡ

ଜଗତପୁର ଥାନା ଅନ୍ତର୍ଗତ ତାଳବଣିଆ ମୁଣ୍ଡା ସାହିରେ ଜଣେ ନାବାଳିକା ଅସଦ୍ଆଚରଣ ମାମଲାରେ ଆସାମୀ ସନିଆ ସିଂ (୩୫)କୁ ପୋକ୍‌ସୋ ଆଇନର ୮ ଦଫାରେ କଟକର ସ୍ୱତନ୍ତ୍ର ପୋଷ୍କୋ କୋର୍ଟ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିଛନ୍ତି । ଏଥିସହ ୫ ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି

ମେଣ୍ଟ ଚର୍ଚ୍ଚା: ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ

ମେଣ୍ଟ ଚର୍ଚ୍ଚା ଭିତରେ ସରିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଏହି ବୈଠକ ପରେ ବିଜେଡିର ବରିଷ୍ଠ ନେତା ତଥା ଦଳର ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକଙ୍କ ମିଟିଂ ହୋଇଥିଲା । ଏଥିରେ ନିର୍ବାଚନୀ ରଣକୌଶଳ

ବଢିଲା ସର୍ବନିମ୍ନ ମଜୁରୀ : ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ । ଅଣକୁଶଳୀ ଶ୍ରମିକ ମାନଙ୍କ

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କନିଷ୍ଠ ଶିକ୍ଷକଙ୍କୁ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ

ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ ପାରିଶ୍ରମିକ ୧୩,୮୦୦ ପରିବର୍ତ୍ତେ ୨୦,୦୦୦