ପଦ୍ମ ସମ୍ମାନିତଙ୍କୁ ମିଳିବ ସମ୍ମାନ ରାଶି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ପଦ୍ମ ସମ୍ମାନିତଙ୍କୁ ମାସିକ ୨୫ ହଜାର । ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ସମ୍ମାନ ରାଶି । ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଚଳିତ ବର୍ଷ ଏପ୍ରିଲରୁ ମାସିକ ମିଳିବ ୨୫ ହଜାର ଟଙ୍କା । ନିର୍ବାଚନକୁ ଆଖି ଆଗରେ ରଖି ଲୋଭନୀୟ ଘୋଷଣା!-->…
