Odia News Portal

ହାତୀ ଆକ୍ରମଣରେ ୨ ମୃତ୍ୟୁ, ୩ ଗୁରୁତର

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଓ ଶୁଳିଆପଦା ଅଞ୍ଚଳରେ ହାତୀ ଉତ୍ପାତ । ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଗୁରୁତର ହୋଇଛନ୍ତି। ଘୋଳମୁହାଁ ପଞ୍ଚାୟତ ଉଲିଡିହି ଗାଁର ଜଣେ ମହିଳାଙ୍କୁ ଦଳି ଦେଲେ ଦନ୍ତାହାତୀ । ମୃତ ମହିଳା ସାକ୍ରା ହେମ୍ବ୍ରମ୍ ।…

କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍ । ଚାରିଆଡେ ପଡ଼ିଛି ଆବର୍ଜନା । କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନଙ୍କ ଯୋଗୁ ଉପୁଜିଛି ଏମିତି ସ୍ଥିତି । ଗତକାଲିଠାରୁ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ ଆନ୍ଦୋଳନ ଚଳାଇଛନ୍ତି । ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦…

ସଚିବସ୍ତରୀୟ କ୍ଷେତ୍ରୀୟ ଗୋଷ୍ଠୀର ସହଯୋଗ କାମନା କଲେ ମୁଖ୍ୟସଚିବ

ବିକଶିତ ଭାରତ ୨୦୪୭ ଓ ବିକଶିତ ଓଡ଼ିଶା ୨୦୩୬ ନିମନ୍ତେ ଏକ ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶିକା ବା ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତି ନିମନ୍ତ ଗଠିତ ରାଜ୍ୟସ୍ତରୀୟ ପରିଚାଳନା କମିଟି(ଷ୍ଟିଅରିଂ କମିଟି)ର ପ୍ରଥମ ବୈଠକ ଶନିବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।…

ଦୋଷୀ କୁ ଉଚିତ ଦଣ୍ଡ ମିଳିବ

ନ୍ୟାୟ ନିଶ୍ଚିତ ମିଳିବ l ଯେଉଁମାନେ ଭାଇରଲ ଭିଡ଼ିଓ ପଛରେ ଅଛନ୍ତି ସେମାନଙ୍କୁ ଖୋଜି ଦଣ୍ଡ ବିଧାନ ପାଇଁ ପୋଲିସ କୁ ନିର୍ଦେଶ ଦିଆଯାଇଛି l ରୋଡ ରୋମିଓ, ପୋଲିସ, ଆର୍ମି ଅଫିସର, ପୀଡ଼ିତା ତଦନ୍ତ ପରିସରରେ l ଗତକାଲି ସକାଳେ ମୁଖ୍ୟମନ୍ତ୍ରୀ ଏକ ମନ୍ତ୍ରୀ ସ୍ତରୀୟ କମିଟି କରିଥିଲେ l ରାତିରେ…

ନାଁ ନନେଇ ଅଶୋକ ପଣ୍ଡାଙ୍କ ଉପରେ ବର୍ଷିଲେ ବିରଞ୍ଚି ଓ ଅମରେଶ

ଗୋଳିଆ ହେଉଛି ଭୁବନେଶ୍ୱର ବିଜେଡି ରାଜନୀତି। ଥମୁନି ବୟାନବାଜୀ। ରବିବାର ଶଙ୍ଖ ଭବନରେ ହୋଇଥିବା ବିଶୃଙ୍ଖଳା ଘଟଣାରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ବିବାଦକୁ ଟାଣିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଦୁଇ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଓ ଅମରେଶ ଜେନା। ଅଶୋକ…

ଶିଶୁଙ୍କ ଅଶ୍ଲୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ଶିଶୁଙ୍କ ଅଶ୍ଳୀଳ ଭିଡିଓ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିଶୁଙ୍କ ଅଶ୍ଳୀଳ ଭିଡିଓ ରଖିବା ଓ ଦେଖିବା ଅପରାଧ । ଏଥିପାଇଁ ପକସୋ ଆଇନ ଅନୁଯାୟୀ ଅଭିଯୁକ୍ତମାନେ ଦଣ୍ଡିତ ହେବେ । ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବରୁ ମାଡ୍ରାସ ହାଇକୋର୍ଟ ଏକ ରାୟରେ କହିଥିଲେ…

୪ ହଜାରରୁ ଊର୍ଦ୍ଧ୍ୱ କଫ୍‌ ସିରପ ବୋତଲ ଜବତ, ୧୭ ଗିରଫ

ବରଗଡ଼ ଟାଉନ ଥାନା ପୁଲିସ ୪ ହଜାରରୁ ଊର୍ଦ୍ଧ୍ୱ କଫ୍ ସିରପ ଜବତ କରିବା ସହିତ ୧୭ ଜଣଙ୍କୁ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବରଗଡ଼ ଏସ୍‌ପି ପି. ଏସ୍ ମୀନା।

ସରକାରଙ୍କ ତ୍ବରିତ ପଦକ୍ଷେପ ପରେ ବିଜେଡିର ପଛଘୁଞ୍ଚା

ସରକାରଙ୍କ ତ୍ବରିତ ପଦକ୍ଷେପ ପରେ ବିଜେଡିର ପଛଘୁଞ୍ଚା । ଆସନ୍ତକାଲି ହେବାକୁ ଥିବା ୬ ଘଣ୍ଟିଆ ଆନ୍ଦୋଳନ ପ୍ରତ୍ୟାହୃତ କଲା ବିଜେଡି । ବନ୍ଦ ପ୍ରତ୍ୟାହାର ନେଇ ପ୍ରେସମିଟ୍‌ରେ ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ସୂଚନା । ନିରପେକ୍ଷ ତଦନ୍ତ ପାଇଁ ସରକାର ରାଜି ହୋଇଥିବାରୁ ବନ୍ଦ ପ୍ରତ୍ୟାହୃତ ।…

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବିବାଦର ଅନ୍ତ

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ମାମଲାର ହେବ ବିଚାର ବିଭାଗୀୟ ତଦନ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବିଚାର…

‘ଜଣେ ଝିଅର ଚରିତ୍ର ସଂହାର କରିବା ଠିକ୍ ନୁହେଁ, ନ୍ୟାୟ ନିଶ୍ଚିତ ମିଳିବ’

ୟ ନିଶ୍ଚିତ ମିଳିବ। ଆଜି କିଛି ଏଭଳି କହିଛନ୍ତି ଭାରତପୁର ଥାନା ମାମଲାର ବିଚାର ବିଭାଗୀୟ ତଦନ୍ତ କମିଶନ୍ ଅଧ୍ୟକ୍ଷ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ। ଓଟିଭିକୁ ସ୍ବତନ୍ତ୍ର ଭାବେ ସୂଚନା ଦେଇ ବଡ଼ ମନ୍ତବ୍ୟ ରଖିଛନ୍ତି ଜଷ୍ଟିସ୍ ଦାଶ। ସପ୍ତାହକ ଭିତରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ। ରୋଡ ରୋମିଓ,…