ପୁଣି ଏକ ହାତୀର ମୃତଦେହ ଉଦ୍ଧାର
ପୁଣି ଏକ ହାତୀର ମୃତଦେହ ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷି ରେଞ୍ଜର ବାଲିଆଢିପା ଜଙ୍ଗଲର ଘଟଣା। ଏକ ହାତୀର ମୃତଦେହକୁ ବନବିଭାଗ କର୍ମଚାରୀମାନେ ଆଜି ସକାଳୁ ଉଦ୍ଧାର କରିଛନ୍ତି। ମୃତ ହାତୀର ବୟସ ପାଖାପାଖି ୩୫ବର୍ଷ ହେବା ନେଇ ମିଳିଥିବା ସୂଚନାରୁ!-->…
