ସୂର୍ଯ୍ୟ ମନ୍ଦିର ଚାରି ପାର୍ଶ୍ୱରେ ଚାଲିଛି ଜିପିଆର୍ ସର୍ଭେ
ବିଶ୍ୱ ପ୍ରସିଦ୍ଧ ଐତିହ୍ୟ କୋଣାର୍କ ମନ୍ଦିର ଚାରି ପାର୍ଶ୍ୱରେ ବାଲି ତଳେ କୌଣସି ପ୍ରାଚୀନ ଐତିହ ରହିଛି କି? ଏ ସମ୍ପର୍କରେ ଜାଣିବା ପାଇଁ ଆଜିଠାରୁ କୋଣାର୍କ ମନ୍ଦିର ଚାରି ପାର୍ଶ୍ୱରେ ଆରମ୍ଭ ହୋଇଛି ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର(ଜିପିଆର୍) ସର୍ଭେ। ଦୁଇ ଦିନ ଧରି ଏହି ସର୍ଭେ ଚାଲିବ!-->…
