ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇ ୫ ଗିରଫ
ରାଜଧାନୀ ରାଜ ରାସ୍ତାରେ ବେପରୁଆ ଭାବେ ଗାଡି ଚଳାଇବା ଘଟଣା । 5 ଜଣଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ଓ ଖାରବେଳ ନଗର ଥାନା ପୋଲିସ । ଲକ୍ଷ୍ମୀସାଗର ପୋଲିସ ଜଣଙ୍କୁ ଗିରଫ ସହ ଗୋଟିଏ ଗାଡି ଜବତ କରିଥିବା ବେଳେ ଖାରବେଳ ନଗର ଥାନା ପୋଲିସ ଗୋଟିଏ ଗାଡି ଜବତ ସହ 4ଜଣଙ୍କୁ ଗିରଫ କରିଛି । ସ୍ପେଶାଲ!-->…
