Odia News Portal

ନିଲମ୍ବିତ IIC ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ IIC ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି। ମେଜରଙ୍କ ଲଖିତ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହି ମାମଲା…

ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିଲା ସ୍ବତନ୍ତ୍ର ଗାଇଡ୍ ଲାଇନ୍

ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଗାଇଡ୍ ଲାଇନ୍ ଅଣାଯାଇଛି । କୋଲକାତାରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।   ପ୍ରତି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ…

ମୋହନ ସରକାର @୧୦୦; ପୁରୀରେ ଭବ୍ୟ କାର୍ଯ୍ୟକ୍ରମ

ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୂରୁଛି। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି। ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟ,…

ଟ୍ରାକ୍‌ରୁ ଖସିଲା ୨୫ଟି ବଗି

ଉତ୍ତରପ୍ରଦେଶ ମଥୁରାରେ ଲାଇନ୍‌ଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌। ଟ୍ରେନ୍‌ର ୨୫ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଟ୍ରେନ୍‌ଟି ଝାନସୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା। ମାତ୍ର ବୃନ୍ଦାବନ ନିକଟରେ ଏହି ଅଘଟଣ ଘଟିଛି। ଆଗ୍ରା…

ରତ୍ନ ଭଣ୍ଡାରର ହେଲା ଲେଜର ସ୍କାନିଂ

ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଂଚ କରିବା ପାଇଁ ଯାଇଥିଲା ୧୭ ଜଣିଆ ଟିମ୍ । ରତ୍ନଭଣ୍ଡାର ଭିତରେ ଗୁପ୍ତ ରତ୍ନଭଣ୍ଡାର, ସୁଡ଼ଙ୍ଗ ଖୋଜିବା ସହ ଭିତରେ ଆଉ କିଛି ରହିଛି କି ନାହିଁ ତଦାରଖ କରିଥିଲେ ବିଶେଷଜ୍ଞ ଟିମ୍ । ଏଏସଆଇ ଏଡିଜି ଜାନଭିଜ୍ ଶର୍ମାଙ୍କ ନେତୃତ୍ୱରେ ପ୍ରସ୍ତୁତ ହୋଇଥିଲା ଏହି ୧୭…

ରତ୍ନଭଣ୍ଡାରର ଜିପିଆର ସର୍ଭେ ହେବ

ପ୍ରଥମ ଦିନରେ ରତ୍ନଭଣ୍ଡାରର ଲେଜର୍ ସ୍କାନିଂ, ରାଡାର ସର୍ଭେ କରାଯାଇଛି । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସ୍ଥିତି ଜାଣିବା ପାଇଁ ଖୁବଶୀଘ୍ର ଜିପିଆର ସର୍ଭେ ହେବ । ରତ୍ନଭଣ୍ଡାରର ପ୍ରାରମ୍ଭିକ ଯାଞ୍ଚ ସରିବା ପରେ ସୂଚନା ଦେଇଛନ୍ତି ଏଏସଆଇ ବିଶେଷଜ୍ଞ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରତ୍ନଭଣ୍ଡାର…

ଯୁବତୀଙ୍କୁ ଗଣଦୁଷ୍କର୍ମ

ରାଜଗାଙ୍ଗପୁରରେ ଲଜ୍ଜା। କୁତ୍ରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କରମା ପୂଜା ଦେଖିବାକୁ ଆସିଥିବା ବେଳେ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ କୁତ୍ରା ଥାନାରେ ଏତଲା ଦିଆଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଏସଡିପିଓ…

ସମ୍ବଲପୁରୀ ହିରୋଇନ୍ ମୃତ୍ୟୁ ଘଟଣାରେ ଟ୍ୱିଷ୍ଟ, ରୁକୁ ସୁନାକୁ ଦାୟୀ କଲେ ରୁକ୍‌ସାନାଙ୍କ ମା

ସମ୍ବଲପୁରୀ ଅଭିନେତ୍ରୀ ରୁକସାନା ବାନୁଙ୍କ ମୃତ୍ୟୁ ଘଟଣାରେ ଟ୍ବିଷ୍ଟ । ମୃତ୍ୟୁ ପୂର୍ବରୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କଲେ ତାଙ୍କ ମାଁ । ମୃତ୍ୟୁ ଘଟଣାରେ ସିଙ୍ଗର ରୁକୁ ସୁନାକୁ ଦାୟୀ କଲେ ମୃତ ରୁକସାନାଙ୍କ ମା । ଦୁଇ ମାସ ଧରି ରୁକୁ ସୁନା ନିର୍ଯ୍ୟାତନା ଦେଇ ଆସୁଥିବା…

ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ

ରାଜ୍ୟର ସବୁ ଜିଲ୍ଲା ହେଡ଼କ୍ୱର୍ଟରରେ ମେଡିକାଲ କଲେଜ ଖୋଲିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି l ଏହି ମେଡିକାଲ କଲେଜ ଗୁଡିକରେ ଅବସର ପ୍ରାପ୍ତ ପ୍ରଫେସର ମାନେ ପାଠ ପଢ଼ାଇବେ l ଦେଶ ବିଦେଶ ର ଅବସର ପ୍ରାପ୍ତ ପ୍ରଫେସର ମାନେ ମେଡିକାଲ କଲେଜ ରେ ପାଠ ପଢ଼ାଇବେ l …

ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଂଜୁରୀ

ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ ମିଳିଲା କେନ୍ଦ୍ର କ୍ୟାବିନେଟ ମଂଜୁରୀ । କେନ୍ଦ୍ର କ୍ୟାବିନେଟ ବୈଠକରେ ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏ ନେଇ ଗଣମାଧ୍ୟମକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ସଂସଦର ଆସନ୍ତା ଶୀତ ଅଧିବେଶନରେ…