ବିଧାନସଭା କାର୍ଯ୍ୟପ୍ରଣାଳୀ ଜାଣିଲେ ୪୦ ବିଦେଶୀ ପ୍ରତିନିଧି
ନୂଆଦିଲ୍ଲୀସ୍ଥିତ ଲୋକସଭା ସଚିବାଳୟର ଗଣତନ୍ତ୍ର ପାଇଁ ସଂସଦୀୟ ଗବେଷଣା ଓ ତାଲିମ ପ୍ରତିଷ୍ଠାନ(ପିଆର୍ଆଇଡିଇ) ପକ୍ଷରୁ ୧୨ଟି ଦେଶର ସଂସଦରେ ସଚିବ ଓ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀ ଥିବା ୪୦ଜଣ ପ୍ରତିନିଧି ବିଧାନସଭା ସଚିବାଳୟ ସମ୍ମିଳନୀ କକ୍ଷରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।…
