ଆରମ୍ଭ ହେବ କଡ଼ା ଚେକିଂ, ଅମାନିଆ ହେଲେ ଗଣିବେ ତଣ୍ଡ
ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି କି ? ହେଲମେଟ ପିନ୍ଧି ନାହାନ୍ତି କି ? ସିଟ ବେଲ୍ଟ ପିନ୍ଧିବାକୁ ଭୁଲି ଯାଇଛନ୍ତି କି ? ମୋବାଇଲ ଫୋନରେ କଥା ହୋଇ କିମ୍ବା ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି କି ? ତା’ହେଲେ ହୋଇଯାଆନ୍ତୁ ସାବଧାନ! କାରଣ ଏଭଳି ଭୁଲ୍ କଲେ ଆଉ ଛାଡ଼ ନାହିଁ, ଗଣିବାକୁ ପଡ଼ିବ…
