Odia News Portal

ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ଗସ୍ତରେ ଯାଇ ବିଜେପୁରର କନାପାଲିଠାରେ ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ

ପୁରୀରୁ କୋଣାର୍କ ଚାଲିବ ଟ୍ରେନ୍ : ଅଶ୍ୱିନୀ

 ପୁରୀରୁ କୋଣାର୍କ ନୂଆ ରେଲୱେ  ଲାଇନ ନେଇ ଘୋଷଣା । ପ୍ରେସମିଟ୍‌ରେ ଘୋଷଣା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୩୨ କିମିର ନୂଆ ରେଳପଥ ପାଇଁ ୪୯୨ କୋଟି ଟଙ୍କା ମଞ୍ଜୁର । ସୂର୍ଯ୍ୟ ମନ୍ଦିରକୁ ଜଗନ୍ନାଥ ମନ୍ଦିର ସହ ଯୋଡିବା ସ୍ୱପ୍ନ ସାକାର ହେବ । ସ୍ୱତନ୍ତ୍ର ଭାବେ

ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି ନୀତି

ଆସନ୍ତାକାଲି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ବନକଲାଗି ନୀତି ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀ ମନ୍ଦିର । ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବନକଲାଗି ନୀତି ପାଇଁ ମନ୍ଦିରରେ ସାଧାରଣ ଦର୍ଶନ ପ୍ରାୟ ୪

ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ

ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ ଓ ୫୦ ହଜାର ଜରିମାନା । ୨୦୧୭ରେ ମଞ୍ଚେଶ୍ୱର ଥାନା ଅଞ୍ଚଳରେ ହତ୍ୟା ମାମଲାରେ ସଜା । ଦୋଷୀ ସ୍ୱାମୀ ମହମ୍ମଦ ରହତୁଲ୍ଲାଙ୍କୁ ଆଜୀବନ ସଜା ସହ ଜରିମାନା । ଆଜୀବନ ସଜା ସହ ଜରିମାନା କଲେ ଦ୍ୱିତୀୟ ଏଡିଜେ ଭୁବନେଶ୍ୱର ।

୩ ରାଜ୍ୟସଭା ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ

ନିଦ୍ୱର୍ନ୍ଦ୍ୱରେ ନିର୍ବାଚନ ହେଲେ ଓଡିଶାର ୩ ରାଜ୍ୟସଭା ପ୍ରାର୍ଥୀ । ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ ଓ ଅଶ୍ୱିନୀ ବୈଷ୍ଣବ ନିର୍ବାଚିତ । ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଭରି ନଥିବାରୁ ୩ ଜଣ ନିର୍ବାଚିତ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ସରିବାରୁ ନିଦ୍ୱର୍ନ୍ଦ୍ୱରେ

କୋର୍ଟକୁ ତଥ୍ୟ ଦେବି : ଅର୍ଚ୍ଚନା

 ଇଡି ଅଫିସରୁ ବାହାରିଲେ ହନିଟ୍ରାପ୍ ଅଭିଯୁକ୍ତ ଅର୍ଚ୍ଚନା ନାଗ । ୧ ଘଣ୍ଟା ପରେ ସ୍ୱାମୀ ଜଗବନ୍ଧୁଙ୍କ ସହ ବାହାରିବା ପରେ ଅର୍ଚ୍ଚନାଙ୍କ ପ୍ରତିକ୍ରିୟା । ଇଡି ହାଜର ପାଇଁ ଡାକିଥିଲେ, ଯାହା ତଥ୍ୟ ମାଗିଥିଲେ ଦେଇଛି । ପୂର୍ବ କେସ୍ ନେଇ ତଥ୍ୟ ରହିଛି , ଷଡଯନ୍ତ୍ର ଚାଲିଛି । ଯେଉଁ ମାନେ

ଲୋକାର୍ପଣ ହେବ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ତଥା ସଂଲଗ୍ନ ଜିଲ୍ଲାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୪ ବ୍ଲକ ବିଜେପୁର, ବରପାଲି, ସୋହେଲା ଓ ବରଗଡ଼ ବ୍ଲକର ପ୍ରାୟ ୨୫୬୦୦ ହେକ୍ଟର ଚାଷଜମି

ଆସନ୍ତାକାଲି ବରଗଡ ଯିବେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ବରଗଡ ଗସ୍ତରେ ଯାଇ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିର୍ମିତ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଓ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ ଆଦିର ଉଦଘାଟନ ସହିତ ଅନ୍ୟ ୫୯ ଗୋଟି ବିଭିନ୍ନ

୧.୫ ଲକ୍ଷର ଗଞ୍ଜେଇ ଜବତ ; ୪ ଗିରଫ

ଗତକାଲି ସଂଧ୍ୟାରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଗୋଛାପଡ଼ା ଅଂଚଳର କିଛି ଲୋକ ଏକ କାର୍‌ ରେ ଆସି ବଲାଙ୍ଗିର ରେଳଷ୍ଟେସନ୍‌ ଅଂଚଳରେ ଗଂଜେଇ ଚୋରା ଚାଲାଣ କରୁଥିଲେ । କୌଣସି ମତେ ଏହାର ଖବର ପାଇଥିଲେ ବଲାଙ୍ଗିର ଟାଉନ୍‌ ପୋଲିସ। ଏହି ସୂଚନା ପାଇବା ମାତ୍ରେ ତତ୍‌କ୍ଷଣାତ୍‌ ଇନ୍ସପେକ୍ଟରଙ୍କ

ତୁମୁଡିବନ୍ଧରେ ବିଜେଡି ମହା ମିଶ୍ରଣ ପର୍ବ

ଆଗକୁ ଆସୁଛି ସାଧାରଣ ନିର୍ବାଚନ..ଏଥିପାଇଁ କନ୍ଧମାଳ ଜିଲା ବିଜୁ ଜନତା ଦଳ ତରଫରୁ ଗ୍ରାମାଞ୍ଚଳ ଠାରୁ ଆରମ୍ଭ ହୋଇଛି ମିଶ୍ରଣ ପର୍ବ। କନ୍ଧମାଳ ଜିଲ୍ଲା ର ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତ ରେ ବିଜୁ ଜନତା ଦଳ ର ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଚି । ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ