Odia News Portal

ବରାଦୋରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ନିଶ୍ଚିତକୋଇଲି ବ୍ଲକ ଅନ୍ତର୍ଗତ ବରାଦୋ ଗ୍ରାମପଞ୍ଚାୟତ ର ପିଠା କାର୍ଯ୍ୟକ୍ରମକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନିଶ୍ଚିତକୋଇଲି ବ୍ଲକ ଅଧ୍ୟକ୍ଷା ସବିତା ଓଝା , ସମ୍ମାନିତ ଅତିଥି ଭାବେ ବିଜୁ ଯୁବ ଜନତା ଦଳ ର ପ୍ରାକ୍ତନ ସଭାପତି ଅଶୋକ କୁମାର ଓଝା…

ଭାରତ ଏବଂ ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ: ଭାରତକୁ ୨୯୯ ରନର ଟାର୍ଗେଟ

ଆଡିଲେଡ: ଆଡିଲେଡରେ ଚାଲିଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆରେ କଙ୍ଗାରୁ ଟିମ ୨୯୮  ରନ ସଂଗ୍ରହ କରିଛି । ସନ ମାର୍ଶଙ୍କ ଶତକ ବଳରେ କଙ୍ଗାରୁ ଟିମ ଭାରତ ସାମ୍ନାରେ ୨୯୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଠ୍ରେଲିଆ ନିର୍ଧାରିତ…

ରାଜ୍ୟ ସରକାରଙ୍କ କୃଷି ଓଡିଶା – ୨୦୧୯, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବରମୁଣ୍ଡା ପଡିଆରେ ରାଜ୍ୟ ସରକାରଙ୍କ କୃଷି ଓଡିଶା – ୨୦୧୯  ମହୋତ୍ସବ ଶୁଭାରମ୍ଭ  ହୋଇଛି । କୃଷକଙ୍କ ଆୟକୁ ବହୁଗୁଣିତ କରିବାକୁ ସରକାର ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପଡିଆରେ ଏହି କୃଷି ମହୋତ୍ସବର ଆୟୋଜନ କରିଛନ୍ତି  । ଅତ୍ୟାଧୁନିକ…

ନଡ଼ିଆ ସାହାସପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ଥାନା ନଡ଼ିଆ ସାହାସପୁର ଗାଁରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୧୬ ବର୍ଷର ନାବାଳିକାକୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଗତ ୧୧ ତାରିଖ ରାତିରେ ନାବାଳିକାକୁ ତୋର ବାପା ବାଲିଚନ୍ଦ୍ରପୁର ଠାରେ ଦୁର୍ଘଟଣା ଗ୍ରସ୍ତ…

ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା , ଆଜି ପଞ୍ଚମ ଦିନରେ କାଳିନ୍ଦ୍ରି ହ୍ରଦରେ କାଳୀୟ ନାଗ ଦଳନ

ବରଗଡ଼ : ଜମୁଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେଉଛି କୃଷ୍ଣ ଲୀଳା । ଆଜି ଧନୁଯାତ୍ରାର ପଞ୍ଚମ ଦିନ । ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା, କାଳିନ୍ଦ୍ରି ହ୍ରଦରେ କାଳୀୟ ନାଗ ଦଳନ, ବିଶ୍ୱ ରୂପ ଦର୍ଶନ ଅନୁଷ୍ଠିତ ହେବ । ସେହିପରି…

ଆଜିଠୁ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ଆଜିଠୁ ପର‌୍ୟ୍ୟଟକଙ୍କ ପାଇଁ ପୁଣି ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଜାନୁଆରୀ ୬ରୁ ୧୪ ତାରିଖ ପର‌୍ୟ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ଏହି ସମୟରେ ଭିତରକନିକା ମଧ୍ୟରେ ପ୍ରବାହିତ ନଦୀ, ନାଳ ଗୁଡିକରେ ଥିବା କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ଗଣନା…

ଭାରସାମ୍ୟ ହରାଇ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ; ୧୦ ଯାତ୍ରୀ ଆହତ

ବଲାଙ୍ଗୀର ଜିଲ୍ଲା ଲୁଇସିଂହା ଅଞ୍ଚଳର କେତେକ ପର୍ଯ୍ୟଟକ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଡ଼ି ୦ ୩ ଜି ୮୦୭୧ ନମ୍ବର ବିଶିଷ୍ଟ ‘ଚକାଡୋଳା’ ନାମକ ଏକ ଘରୋଇ ବସରେ ପୁରୀ ଅଭିମୁଖେ ଅସୁଥିଲେ। ସେମାନେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ଠାରେ ଯାଉଥିବା ବେଳେ ରାତି ପ୍ରାୟ ୪ଟା…

ଆଜିଠୁ ରାଜ୍ୟସ୍ତରୀୟ କୃଷି ମହୋତ୍ସବ , ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଆୟୋଜିତ ହେଉଛି ରାଜ୍ୟସ୍ତରୀୟ କୃଷି ମହୋତ୍ସବ- କୃଷି ଓଡ଼ିଶା । ଏଥିପାଇଁ ବରମୁଣ୍ଡା ପଡ଼ିଆରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜାର ହଜାର ସଂଖ୍ୟାରେ କୃଷକ ଏଥିରେ ସାମିଲ ହେବେ । ଏଠାରେ ପ୍ରଦର୍ଶିତ…

ସପ୍ତମ ଜିଲ୍ଲା ମହୋସ୍ଚବରେ ଯୋଗଶିବିର ଉଦଘାଟିତ

ଅନୁଗୋଳ: ସପ୍ତମ ଅନୁଗୋଳ ଜିଲ୍ଲା ମହୋତ୍ସବ ସ୍ଥାନୀୟ ଷ୍ଟାଡିୟମ ପଡିଆରେ ଉଦଘାଟିତ ହୋଇଯାଇଛି, ଯାହାକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ।ଅାଜି ଷ୍ଟାଡିୟମ ଠାରେ ସଂସ୍କୃତି ପରିଷଦ ପକ୍ଷରୁ ଯୋଗ ଶିବିର ଉଦଘାଟିତ ହୋଇଛି ।ଏହି ଯୋଗ…

ପାଳନ ହେଉଛି ସେବାନିବୃତ ସୈନିକ ଦିବସ, କାହିଁକି ପାଳନ ହୁଏ ଏହି ଦିବସ ଜାଣନ୍ତୁ

ନୂଆଦିଲ୍ଲୀ :  ୩ୟ ସେବାନିବୃତ ସୈନିକ ଦିବସ ପାଳନ କରାଯାଇଛି । ଦେଶ ସେବାରେ ବର୍ଷ ବର୍ଷ ଧରି କାର୍ଯ୍ୟକରି ଅବସର ନେଇଥିବା ସୈନିକମାନଙ୍କ ଦେଶପ୍ରତି ଅବଦାନକୁ ସ୍ୱୀକୃତି ପ୍ରଦାନ କରିବାକୁ ଏହି ଦିବସ ପାଳନ କରାଯାଇଥାଏ । ସ୍ଥାନୀୟ ମାନେକସ ସେଣ୍ଟରଠାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥିଭାବେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.