ଦେଶୀ ମଦ ପିଇ ୧୫ ଅସୁସ୍ଥ ଘଟଣା, ବନ୍ଧା ହେଲେ ୫
ପ୍ରାୟ ୫ ବର୍ଷ ହେବ ଚୋରାରେ ଚାଲିଥିଲା ମଦ ବିକ୍ରି। ଅବକାରୀ ବିଭାଗର ଏଥିପ୍ରତି ନିଘା ନ ଥିଲା। ମାତ୍ର ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା।ଆଉ ଏହି ଚୋରା ମଦ ପିଇ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତେ ବ୍ରହ୍ମପୁରସ୍ଥିତ MKCG ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ମାମଲାରେ ୫ ଜଣଙ୍କୁ!-->…
