Odia News Portal

ପଞ୍ଚୁକ ପୂର୍ବରୁ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ରକୁ ଗଲା ତୁଳସୀ ରଥ

ମୋ ଜଗା ପାଖକୁ ଯିବ ମୋ ଅଗଣାର ତୁଳସୀ । କାଳିଆ ଦେହରେ ତୁଳସୀ ଲାଗିବ ବୋଲି ଭକ୍ତମାନେ ନିଜ ଅଗଣାରୁ ଫୁଲ ତୁଳସୀ ତୋଳି ଆଣି ଶ୍ରଦ୍ଧାରେ ଗୁନ୍ଥି ପକାଉଛନ୍ତି । ଆଉ ଜୟ ଜଗନ୍ନାଥ ଭଜି ଭଜି ତୁଳସୀ ମାଳା ତିଆରି କରୁଛନ୍ତି । ହଁ ଦର୍ଶକବନ୍ଧୁ, ଏ ଭକ୍ତମାନଙ୍କର ଭାବଭକ୍ତିକୁ ଦେଖି ଗାଁ ଲୋକେ ମଧ୍ୟ…

ଅଲିଭି ରିଡ଼େଲ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଈଁ ମାଛ ଧରିବା ଉପରେଲାଗିଲା କଟକଣା

ବିରଳ ସାମୁଦ୍ରିକ ପ୍ରଜାତି ର ଅଲିଭି ରିଡଲେ ଙ୍କ ଆଗମନ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନାସି ରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ର ରେ ମାଛ ଧରିବା ଉପରେ ଆଜି ଠୁ ଲାଗିଲା କଟକଣା। ନଭେମ୍ବର ୧ରୁ ଆସନ୍ତାବର୍ଷ ମଇ ୩୧ପର୍ଯ୍ୟନ୍ତ ଅସ୍ତରଙ୍ଗର ଦେବୀ ମୁହାଣର ଉତ୍ତର ପାର୍ଶ୍ଵ…

ବିଜେଡି ନେତା ବବି ଦାସଙ୍କ ନାଁରେ ରୁଜୁ ହେଲା ମାମଲା

ବିଜେଡି ନେତା ବବି ଦାସଙ୍କ ନାଁରେ ରୁଜୁ ହେଲା ମାମଲା। ନୂଆପଡ଼ା କୋମନା ଥାନା ଅଞ୍ଚଳରେ ଜନୈକ ଯୁବକଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗରେ ମାମଲା ରୁଜୁ କଲା ପୋଲିସ । ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଉଭୟଙ୍କ ନାଁରେ ଲାଗିଛି ବିଏନଏସ ସେକ୍ସନ ୧୨୬(୨), ୨୯୬,…

ଠିକା ସିକ୍ୟୁରିଟି ସଂସ୍ଥାର ମନମୁଖୀ କାର୍ଯ୍ୟକୁ ବିରୋଧ

ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ଅଧୀନରେ ଥିବା ମୁରାନ ଡେମ ଡିଭିଜନ ରେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ମାନଙ୍କୁ ମିଳୁନି ମାସିକ ଦରମା । ଦାବି ଜଣାଇଲେ ମିଳୁଛି ଚାକିରି ରୁ ବିଦା ଧମକ ।କଳାହାଣ୍ଡି ତିନି ଜିଲ୍ଲାରେ ଅବସ୍ଥିତ ଇନ୍ଦ୍ରାବତୀ ନଦୀବନ୍ଧ ପ୍ରକଳ୍ପ ଅଧୀନରେ ଇନ୍ଦ୍ରାବତୀ ,…

କାମରୁ ଫେରୁଥିବା ସମୟରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

କାମରୁ ଫେରିଲା ବେଳେ ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିକୁଡ଼ି ITI ପଛପଟେ ଘଟିଛି ଏହି ଘଟଣା । ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ ଯୁବତୀ । ଅଭିଯୋଗ ପରେ ପୋଲିସର ତନାଘନା ଜାରି । ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛି…

ରାଜସ୍ବ ନିରୀକ୍ଷକ ପଦୋନ୍ନତି ନିର୍ଦ୍ଦେଶ ଓଡ଼ିଶା ହାଇକୋର୍ଟରେ ରଦ୍ଦ

ବରିଷ୍ଠତାକୁ ଅଣଦେଖା କରି ରାଜସ୍ବ ନିରୀକ୍ଷକ(ଆରଆଇ) ପଦକୁ ପଦୋନ୍ନତି ପ୍ରଦାନ କରାଯାଇଥିବା ଅଭିଯୋଗକୁ ‌ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। କେନ୍ଦୁଝରଜିଲ୍ଲା‌ରେ ୨୦୧୯, ଜାନୁଆରି ୧୯ରେ ଆରଆଇ ପଦକୁ ପଦୋନ୍ନତି ପାଇଁ ପ୍ରଦାନ…

ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ

ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆସନ୍ତାକାଲିଠାରୁ ପୁଣି ଖୋଲିବାକୁ ଯାଉଛି। ବୟସ କମ୍‌ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆସନ୍ତାକାଲିଠାରୁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ…

ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ, ଗ୍ରାମବାସୀ ଭୟଭୀତ

ପୁଣି ପଟ୍ଟାମୁଣ୍ଡାଇରେ କୁମ୍ଭୀର ଆତଙ୍କ । ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ଅଳଭା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଗାଁରେ ଥିବା ପୋଖରୀରେ କୁମ୍ଭୀର ବୁଲୁଥିବା ଲୋକେ ଦେଖିଥିଲେ । ତେବେ ଆଜି ସଖାଳୁ କୁମ୍ଭୀରକୁ ଦେଖିବା ପାଇଁ ପୋଖରୀ କୂଳରେ ଗ୍ରାମବାସୀଙ୍କ ଭିଡ ଜମିଥିଲା । ସଖାଳୁ…

ମୁହାଣ ଖୋଳିଲେ ୭ ଗାଁର ଲୋକ, ମତ୍ସ୍ୟଜୀବୀ

ବର୍ଷ ବର୍ଷ ଧରି ସରକାର ଓ ପ୍ରଶାସନକୁ ଗୁହାରି କରି ନୟାନ୍ତ ହେବା ପରେ ଶେଷ‌ରେ ଗଞ୍ଜାମ ବ୍ଲକ୍‌ର ୭ ଖଣ୍ଡ ଗ୍ରାମର ଲୋକେ ଓ ମତ୍ସ୍ୟଜୀବୀମାନେ ଏକାଠି ହୋଇ ଋଷିକୁଲ୍ୟା ମୁହାଣକୁ ନିଜେ ଖୋଳିବାକୁ ଅଣ୍ଟା ଭିଡ଼ିଛନ୍ତି। ପାଳିବନ୍ଧ, ପୁରୁଣାବନ୍ଧ, ଗୋଖରକୁଦା, ବିଛଣାପଲ୍ଲୀ, ବଡ଼ନୋଳିଆଗାଁ,…

ବିଷାକ୍ତ ହେଲାଣି ବୈତରଣୀ

କେନ୍ଦୁଝରର ଜୀବନଧାରା ବୈତରଣୀ। ଦିନକୁ ଦିନ ପୁଣ୍ୟତୋୟା ଅସୁସ୍ଥ ହେବାରେ ଲାଗିଛି। ପାରିପାର୍ଶ୍ବିକ ପରିବେଶ, ଦ୍ରୁତ ଶିଳ୍ପାୟନ, ଚାଷଜମିରେ ବିପୁଳ ପରିମାଣର ରାସାୟନିକ ସାର ପ୍ରୟୋଗ କାରଣରୁ ବୈତରଣୀ ଜଳ ପିଇବାପାଇଁ ଉପଯୁକ୍ତ ନୁହେଁ କି ଜଳଜୀବମାନଙ୍କ ପାଇଁ ଉପଯୋଗୀ ନୁହେଁ ବୋଲି…