ମୁଁ ଇଣ୍ଡିଆ ମେଣ୍ଟ ଗଢ଼ିଥିଲେ ବି ପଶ୍ଚିମବଙ୍ଗରେ କଂଗ୍ରେସ ଓ ସିପିଆଇଏମ୍କୁ ଭୋଟ୍ ଦିଅ ନାହିଁ: ମମତା ବାନାର୍ଜୀ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟ ସହ ହାତ ମିଳାଇଛନ୍ତି। ହେଲେ ସେ ରାଜ୍ୟରେ କାହାକୁ ଜାଗା ଛାଡ଼ିବାକୁ ନାରାଜ। କେବଳ ଟିଏମ୍ସି ହିଂ ରାଜ୍ୟରେ ରାଜ୍ କରିବ। ବାକି ବିରୋଧୀ କେହି ନାହାନ୍ତି ବୋଲି ମମତା ପରୋକ୍ଷରେ କହିଛନ୍ତି। ଗୁରୁବାର…