Odia News Portal

ବିଶ୍ବସ୍ତରୀୟ ହେବ ପ୍ରାଣୀ ଉଦ୍ୟାନ ନନ୍ଦନକାନନ

ବିଶ୍ବସ୍ତରୀୟ ହେବ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ଏନେଇ ମାଷ୍ଟରପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫-ଟି ଯୋଜନାରେ ନନ୍ଦନକାନନକୁ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ କରିବେ ରାଜ୍ୟସରକାର। ନୂଆ ପ୍ରୋଜେକ୍ଟରେ ଟନେଲ ଆକ୍ବାରିୟମ, ଜଳପକ୍ଷୀ ଅଭୟାରଣ୍ୟ, ନାଇଟ ସଫାରୀ ଖୋଲିବ।

ରାଜ୍ୟରେ କାଲି ପରଠାରୁ କମିବ ଶୀତ

ରାଜ୍ୟରେ କାଲି ପରଠାରୁ କମିବ ଶୀତ, ବଢିବ କୁହୁଡି । ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ସପ୍ତାହେ ଧରି ଲାଗି ରହିଥିବା ଶୀତର ପ୍ରକୋପ କାଲି ଯାଏଁ ରହିବ । ୧୩ ଓ ୧୪ ତାରିଖ ସକାଳେ ପ୍ରବଳ କୁହୁଡି ନେଇ ସତର୍କତା ଜାରି । ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କିଛି ଜାଲ୍ଲାରେ କୁହୁଡି

ବୟସ୍କ ମାସ୍କ ପିନ୍ଧନ୍ତୁ : ନିର୍ଦ୍ଦେଶକ

ଦେଶରେ କୋଭିଡ୍ ସଂଖ୍ୟା ବଢୁଛି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ୫ ରାଜ୍ୟରେ ୯୮% ରୋଗୀ ଅଧିକ, ୮୮% କେବଳ କେରଳରେ । ନୂଆ ଭାରିଏଣ୍ଟ ଜେଏନ୍‌-୧ ଯଦିଓ ବ୍ୟାପୁଛି କିନ୍ତୁ ସାଘାଂତିକ ହେଉନାହିଁ । ଗତ ଡିସେମ୍ବର ୩ରୁ ରାଜ୍ୟରେ ଗୋଟିଏ ବି କେସ ଆସି ନାହିଁ । ରାଜ୍ୟରେ କୋଭିଡ୍ ସଂଖ୍ୟା ଶୂନ,

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠିକ। ଐତିହ୍ୟ କ୍ଷେତ୍ରର ବିକାଶ ନେଇ କ୍ୟାବିନେଟରେ ନିଆଯାଇ ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

୫-ଟି ଅଧ୍ୟକ୍ଷଙ୍କ ମୟୁରଭଞ୍ଜ ଗସ୍ତ

ବାରିପଦା ବିଶ୍ବବିଦ୍ୟାଳୟ ପଡିଆରେ ଜିଲ୍ଲାର ସବୁ କଲେଜ ଛାତ୍ରଛାତ୍ରୀଙ୍କ ସହିତ ଅଲୋଚନା, ନୂଆ-ଓ କାର୍ଯ୍ୟକ୍ରମରେ ଯୋଗଦାନ, ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଶିକ୍ଷକଙ୍କ ମାର୍ଗ ଦର୍ଶନ ହିଁ ଜୀବନରେ ସଫଳତା ଆଣିଥାଏ । ସୁବର୍ଣ୍ଣରେଖା, ଦେଓ, ଉଦଳାର ସୋନ ପ୍ରକଳ୍ପ, ଖଇରୀ ବନ୍ଧନ ପ୍ରକଳ୍ପ ଓ

କେଜିଏ ହେରୋଇନ୍ ଜବତ

କେନ୍ଦୁଝର ଯୋଡିଆ ଘାଟିରୁ ୧ କେଜି ୮୦ ଗ୍ରାମ ହେରୋଇନ୍ ଜବତ । ପ୍ରାୟ କୋଟିଏ ଟଙ୍କାର ନିଶା ସାମଗ୍ରୀ ସହ ଜଣଙ୍କୁ ଧରିଲା ଏସ୍‌ଟିଏଫ୍ ।

ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ଗସ୍ତ ପରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି।ସୂଚନାଯୋଗ୍ୟ, ରାଜ୍ୟପାଳ ରଘୁବର ଦାସ ଡିସେମ୍ବର ୫

ଡାଲଚିନି ନାଁରେ ମାର୍କେଟରେ ବିକ୍ରି ହେଉଛି କାସିଆ!; ଯାଞ୍ଚ ପାଇଁ ନିର୍ଦ୍ଦେଶ

ଡାଲଚିନି ନାଁରେ ମାର୍କେଟରେ ବିକ୍ରି କାସିଆ ହେଉଥିବା ଅଭିଯୋଗ ହୋଇଛି। ଅଧିକ ଲାଭ ଆଶାରେ ଦୋକାନୀମାନେ ଡାଲ ଚିନି ବଦଳରେ ଖାଉଟିଙ୍କୁ କାସିଆ ଦେଉଛନ୍ତି। କାରଣ କାସିଆ ହେଉଛି ଡାଲ ଚିନି ଅପେକ୍ଷା ବହୁତ ଶସ୍ତା। ଏହି ଅଭିଯୋଗ ପରେ ମାର୍କେଟର ଡାଲଚିନି ଯାଞ୍ଚ ପାଇଁ ସବୁ ରାଜ୍ୟକୁ ୠଝଝଇଓ

ବୁଖାରୀ ସ୍ତ୍ରୀ ଚାକିରିରୁ ବିଦା

 କାଶ୍ମୀର ସନ୍ଦିଗ୍ଧ ସୟଦ ଈଶାନ ବୁଖାରୀର ସ୍ତ୍ରୀ ଚାକିରିରୁ ବିଦା । ଏକ ଘରୋଇ ସ୍କୁଲରେ ଶିକ୍ଷକ ଥିବା ଈଶାନ ପତ୍ନୀର ଚାକିରି ଗଲା । ଆତଙ୍କି ଲିଙ୍କ୍ ନେଇ ଖବର ପ୍ରସାରଣ ପର ବିଦା କଲେ ସ୍କୁଲ କର୍ତ୍ତୃପକ୍ଷ । ନେଉଳପୁର ସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷକ ଥିଲେ ବୁଖାରୀର ପତ୍ନୀ ।

ରାଉରକେଲା: ଡାଇରିଆରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

ଡାଇରିଆରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କିଷାନଟୋଲାର ବିଜୟ କିଷାନ। ବେଦବ୍ୟାସର ଜୟପ୍ରକାଶ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏହାଫଳରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେଣେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତକ ହେଲେ ସେକ୍ଟର ୨୧ ନୟାବଜ଼ାରର ସରୋଜିନୀ