Odia News Portal

ଓଡିଆ ଭାଷାରେ ହେବ ସରକାରୀ କାର୍ଯ୍ୟ: ମୁଖ୍ୟମନ୍ତ୍ରୀ

ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ । ଓଡିଆ ଭାଷାରେ ହେବ ସମସ୍ତ ସରକାରୀ କାର୍ୟ୍ୟ। ଆବଶ୍ୟକ ପଡିଲେ ଆଇନରେ ହେବ ସଂଶୋଧନ। ଆଜି ଲୋକସେବା ଭବନରେ ନିଜ ପ୍ରକୋଷ୍ଠରେ କାର୍ୟ୍ୟ ଆରମ୍ଭ କରିବା ଅବସରରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ…

ମୁକୁଳା ଡ୍ରେନ୍ ଉପରେ ସ୍ଲାବ ପକାଇବାକୁ ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ

ତୁରନ୍ତ ମୁକୁଳା ଡ୍ରେନ୍ ଉପରେ ସ୍ଲାପ ପକାଇବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ଅଳିଆ ଆବର୍ଜନା ପଡ଼ିଥିବା ସ୍ଥାନରେ ସଫେଇ କାର୍ଯ୍ୟ ତ୍ଵରାନିତ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତକାଲି ପୁରୀ ଯାଇ ବିଭିନ୍ନ ସ୍ଥାନରେ…

ବବି, ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଭାତ ବିଶ୍ୱାଳ

ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ଶୋଚନୀୟ ପରାଜୟକୁ ନେଇ ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳଙ୍କ ବଡ଼ ବୟାନ। ପ୍ରଣବ ପ୍ରକାଶ ଦାସ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଭାତ ବିଶ୍ୱାଳ। ପରାଜୟକୁ ନେଇ ସିଧାସଳଖ ବବି ଦାସ ଓ ପାଣ୍ଡିଆନଙ୍କୁ ପ୍ରଭାତ ଟାର୍ଗେଟ କରିଛନ୍ତି।…

ଭୁଲ୍‌ ଇଞ୍ଜେକସନ ନେଲା ପୁଅର ଜୀବନ

ଏକ ସାମାନ୍ୟ ଅପରେସନ ପାଇଁ ନାବାଳକ ପୁଅକୁ ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ପୁଅ ସୁସ୍ଥ ହେବା ପରେ ତାକୁ ଧରି ଘରକୁ ଫେରିଥାନ୍ତେ ସେମାନେ। ମାତ୍ର ତା’ ପୂର୍ବରୁ ଘଟିଗଲା ଅଘଟଣ। ଅପରେସନ ପୂର୍ବରୁ ଇଞ୍ଜେକସନ ଦିଆଯିବା ପରେ ପିଲାଟି ଆଖି ବୁଜିଦେଲା। ଭୁଲ ଇଞ୍ଜେସନରୁ ଆମେ ଆମ…

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର

ଭିଜିଲାନ୍ସ ଜାଲରେ ଫସିଲେ ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ। ଗତକାଲି ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ବିଭିନ୍ନ ଘରେ ରେଡ୍‌ କରିଛି ଭିଜିଲାନ୍ସ ଟିମ। ତହସିଲଦାରଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ନିଜସ୍ୱ ବାସଭବନରେ ଚଢ଼ଉ ହୋଇଥିବା ସୂଚନା ମିଳିଥିବା ବେଳେ ଏଥିରେ ନୟାଗଡ଼ ଓ…

ଭୁବନେଶ୍ୱରରେ ବିଭତ୍ସ ହତ୍ୟା, ରକ୍ତ ସମ୍ପର୍କରେ ରକ୍ତର ଛିଟା

ରକ୍ତ ସମ୍ପର୍କରେ ରକ୍ତର ଛିଟା । ବାପାକୁ ହତ୍ୟା କଲା ପ୍ରଫେସର ପୁଅ । ଛୁରୀ ଭୁସି ଅତି ନିର୍ମମ ଭାବରେ ହତ୍ୟା କରିଛି । ଭୁବନେଶ୍ୱର ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ବାପାଙ୍କୁ ହତ୍ୟା…

‘ମୋ ବସ୍’ରେ ଯାତ୍ରା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର

‘ମୋ ବସ୍’ରେ ଯାତ୍ରା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର। ସେ ମାଷ୍ଟର କ୍ୟାଣ୍ଟିନରୁ ଗାଡ଼କଣା ଯାଏ‘ମୋ ବସ୍’ରେ କରିଛନ୍ତି ଯାତ୍ରା। ତାଙ୍କ ସହ ସଚିବ ଅରୁଣ ବୋଥ୍ରା । ଏହି ଯାତ୍ରା ସମୟରେ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ନିଜେ…

ନବୀନଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଦିତ୍ୟ ମହାପାତ୍ର

ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ବରିଷ୍ଠ ଓଏଏସ୍ ଆଦିତ୍ୟ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ଆଜି ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଶ୍ରୀ ମହାପାତ୍ର ପୂର୍ବରୁ…

ବନ୍ଦ ଘରୁ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର; କାହିଁକି ହାରିଲେ ଜୀବନ, କାରଣ ଅସ୍ପଷ୍ଟ

ବନ୍ଦ ଘରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଭଦ୍ରକ କଲେଜ ସ୍ଥିତ ଏକ ଭଡା ଘରୁ ଉଦ୍ଧାର ହୋଇଛି। ମୃତକ ହେଲେ ବାଲେଶ୍ବର ଜିଲ୍ଲା ଗରସଙ୍ଗ ଅଞ୍ଚଳର ଇଶ୍ୱରୀ ଦାସ। କଟକର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସେ ପଢୁଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲସ।  ମୃତଦେହ…

ସୁସ୍ଥ ହେଲେ ଶ୍ରୀଜୀଉ, ଆଜି ରାଜପ୍ରାସାଦ ବିଜେ ନୀତି

ଗୁପ୍ତ ଉପଚାର ପରେ ଜ୍ୱରରେ ପୀଡିତ ଶ୍ରୀଜିଉ ସୁସ୍ଥ ହୋଇଛନ୍ତି। ଆଜି ଅନବସରର ଦ୍ୱାଦଶୀ । ପୁରୀରେ ଆଜି ରାଜପ୍ରାସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗଜପତି ମହାରାଜାଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ଖବର ଦିଆଯିବ। ଦଇତା ସେବକ ଓ ପତି ସେବକମାନେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ବାହାରିଥିବା…