ପିଟି ଦେଲା ଅଜଣା ଗାଡ଼ି, ଚାଲିଗଲା ଦମ୍ପତିଙ୍କ ଜୀବନ
ସକାଳୁ ସକାଳୁ ଘଟିଲା ଅଘଟଣ। ସବୁ ଦିନ ପରି ନିଜ ବିଲକୁ ଯାଉଥିବା ଦମ୍ପତିଙ୍କୁ ପିଟିଦେଲା ଅଜଣା ଗାଡ଼ି । ଫଳରେ ଘଟଣାସ୍ଥଳରେ ଦମ୍ପତିଙ୍କ ସମେତ ତାଙ୍କର ଏକ ବଳଦର ବି ମୃତ୍ୟୁ ହୋଇଛି। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳୁ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ଛକ!-->…
