Odia News Portal

ନେତାଜୀ ବସ୍ ଟର୍ମିନାଲ ପାଇଁ ଜୋରସୋରରେ କାମ ଆରମ୍ଭ

କଟକ ଖାନନଗରରେ ପ୍ରସ୍ତାବିତ ନୂଆ ବସଷ୍ଟାଣ୍ଡ ପାଇଁ ଚାଲିଛି କାମ । ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟ ସରିବା ପରେ ଆରମ୍ଭ ହୋଇଛି ନିର୍ମାଣ କାର୍ଯ୍ୟ । ୨୦ ଏକକ ସ୍ଥାନରେ ଠିଆ ହେବାକୁ ଥିବା ଏହି ନୂଆ ବସଷ୍ଟାଣ୍ଡ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଦୀର୍ଘ ବର୍ଷ ଧରି ବାଦାମବାଡ଼ି…

ଆକାଶରୁ ହେଲା ମାଛ ବର୍ଷା

ମାଛବର୍ଷା । ଆକାଶରୁ ଖସିଲେ ହଜାର ହଜାର ମାଛ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସବୁଠାରୁ ବଡ କଥା ହେଲା ଯେ, ମାଛ ଗୁଡିକ ମାଟିରେ ନୁହେଁ ସିଧାସଳଖ ହ୍ରଦରେ ପଡିଛନ୍ତି । ୯୫ ପ୍ରତିଶତରୁ ଅଧିକ ସଂଖ୍ୟକ ମାଛ ବଞ୍ଚିଛନ୍ତି ମଧ୍ୟ । ଏପରି ଘଟଣା ଘଟିଛି ଆମେରିକାର ଉତାହ ରାଜ୍ୟରେ । …

ଗର୍ଭଗୃହ ଯାଂଚ କରିବ ASI ଟିମ୍‌

ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଛନ୍ତି ମହାପ୍ରଭୁ । ଏହାପରେ ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେବ ଏଏସଆଇର ଗର୍ଭଗୃହ ଯାଞ୍ଚ । ଏଥିପାଇଁ ଭାରାବନ୍ଧା ଚାଲିଛି । ଏଏସଆଇର ଵୈଷୟିକ କମିଟି ଦ୍ୱାରା ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ ଅନୁଧ୍ୟାନ କରାଯାଇ ମରାମତି ଓ ସଂରକ୍ଷଣ କାର୍ଯ୍ୟ…

କରୋନାର ତୃତୀୟ ଲହରକୁ ରୋକିବାକୁ ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୂର୍ବୋତ୍ତର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କରୋନା ସ୍ଥିତିର ସମୀକ୍ଷା କରିବା ସହ ଟିକାକରଣ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀ କଥା ହୋଇଛନ୍ତି । ଏହି ସମୟରେ କରୋନାର ତୃତୀୟ ଲହରକୁ ରୋକିବା ଆମର ଦାୟିତ୍ୱ ବୋଲି…

ରଥଯାତ୍ରାରେ ଦେଖନ୍ତୁୁ ଦିନ ତମାମର କିଛି ଗୁରୁତ୍ୱପୂର୍ଣ୍ଣ ଫଟୋ

ପୁରୀ: କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି ରଥଯାତ୍ରା । ବଡ଼ଦାଣ୍ଡ ଭକ୍ତଙ୍କୁ ହୋଇଛି ମନା । ଏପିରିକି ଛାତ ଉପରେ ରହି ରଥଯାତ୍ରା ଦେଖିବାକୁ ମଧ୍ୟ ବାରଣ କରାଯାଇଛି । ତେବେ ଘରେ ବସି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଟିଭି ଏବଂ ସୋସିଆଲ ମିଡିଆରେ ଭକ୍ତମାନେ ରଥଯାତ୍ରା…

ସେପ୍ଟେମ୍ବର ୧୨ରେ NEET (UG) ପରୀକ୍ଷା

ଭୁବନେଶ୍ୱର: ସେପ୍ଟେମ୍ବର ୧୨ରେ NEET (UG) ପରୀକ୍ଷା । କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସାରା ଦେଶରେ କରୋନା କଟକଣାକୁ ମାନି ପରୀକ୍ଷା ପରିଚାଳନା ହେବ । ଆସନ୍ତାକାଲି ୫ଟାରୁ ଅନଲାଇନରେ ହେବ ଆବେଦନ । NTA ୱେବସାଇଟ ଜରିଆରେ ଆବେଦନ କରିପାରିବେ…

ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ଶୃଙ୍ଖଳିତ ରଥଯାତ୍ରା ଲାଗି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଟକଣାକୁ ମାନି ଥିବାରୁ ଧନ୍ୟମାଦ ଅର୍ପଣ କରିଛନ୍ତି । ପୋଲିସ ଏବଂ ସେବାୟତମାନଙ୍କ ସହଯୋଗ ଲାଗି ରଥ ଟଣା ହୋଇଛି । ସେପଟେ ଡିଜିପି ଏବଂ…

ବାଇକ ଦୁର୍ଘଟଣାରେ ୨ ମୃତ

ଆଠଗଡ଼: ପବିତ୍ର ରଥଯାତ୍ରାରେ ଆସିଛି ଦୁଃଖଦ ଖବର । ତେଲ ଟ୍ୟାଙ୍କରକୁ ଏକ ବାଇକ ପିଟିବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଏନଏଚ ୬୫ କୁଲେଇଲୋ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାସ୍ଥଳରେ ବାଇକଟି ଜଳି ଯାଇଛି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ମୃତକଙ୍କ…

ଶରଧାବାଲିରେ ଲାଗିଲା ତିନିି ରଥ

ପୁରୀ: ସରିଲା ରଥଟଣା । ଶରଧା ବାଲିରେ ଲାଗିଲା ତିନି ରଥ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ କାଳିଅ ଠାକୁରଙ୍କ ନନ୍ଦିଘୋଷ ରଥ ଲାଗିଛି । ସେବାୟତମାନେ ରଥକୁ ଟାଣି ମାଉସିମା ମନ୍ଦିର ନିକଟରେ ପହଞ୍ଚାଇଥିବା ଦେଖିବାକୁ ମିଳିଛି । ବିନା ଭକ୍ତରେ ଚଳିତ ବର୍ଷ…

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ଦର୍ପଦଳନ

ପୁରୀ: ବଡ଼ ଭାଇ ବଳଭଦ୍ରଙ୍କ ପଛେ ପଛେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛନ୍ତି ଦେବୀ ସୁଭଦ୍ରା । ଶରଧାବାଲିରେ ଲାଗିଛି ଦେବଦଳନ ରଥ । ପ୍ରଥମେ ଲାଗିଥିଲା ତାଳଧ୍ୱଜ । ଆଉ ଏବେ ଲାଗିଛି ଦର୍ପଦଳନ । ଆଉ ଅଳ୍ପ ସମୟ ମଧ୍ୟରେ ନନ୍ଦିଘୋଷ ରଥ ଶରଧାବାଲିରେ ଲାଗିବ ବୋଲି ସୂଚନା ମିଳିଛି । ତେବେ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.
Giocare su una piattaforma sicura è fondamentale per godersi il mondo del gioco d'azzardo online, poiché la sicurezza dei pagamenti, la varietà dei slot, i bonus offerti e la rapidità dei prelievi incidono notevolmente sull’esperienza dei giocatori. Il sito https://spingrande1.com/ permette di confrontare le offerte e comprendere meglio i criteri chiave prima di puntare.
Affidarsi a una piattaforma sicura è fondamentale per godersi il gioco d’azzardo online in condizioni ottimali, poiché la sicurezza dei pagamenti, la varietà di slot, i bonus offerti e la rapidità dei prelievi possono influenzare notevolmente l’esperienza del giocatore. Il sito Ringospin Casino offre tutto questo, con un’ampia scelta di giochi e promozioni competitive.