ରଦ୍ଦ ହେଲା ଆଦିବାସୀ ଜମି ହସ୍ତାନ୍ତର ଅଧିନିୟମ
ରଦ୍ଦ ହେଲା ଆଦିବାସୀ ଜମି ହସ୍ତାନ୍ତର ଅଧିନିୟମ। ବିରୋଧୀଙ୍କ ପ୍ରବଳ ବିରୋଧ ପରେ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ କ୍ୟାବିନେଟ୍। ଏହି ନିଷ୍ପତ୍ତି ପାଇଁ କିଛି ଦିନ ଧରି ବିରୋଧୀଙ୍କ ଟାର୍ଗେଟକୁ ଚାଲି ଆସିଥିବା ରାଜ୍ୟ ସରକାର ଶେଷରେ ଏହାକୁ ପ୍ରଶମିତ କରିବାକୁ ଉଦ୍ୟମ କରିଛନ୍ତି।!-->…
