Odia News Portal

ଶିଳ୍ପାଞ୍ଚଳରେ ୧୦% ସବୁଜିମା ବାଧ୍ୟତାମୂଳକ: ପ୍ରଦୂଷଣକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତାପ୍ରକଟ

ରାଜ୍ୟରେ ବିକାଶ ହେବାକୁ ଥିବା ନୂଆ ଶିଳ୍ପାଞ୍ଚଳର ୧୦% ଅଞ୍ଚଳରେ ସବୁଜ ବଳୟ କରିବା ବାଧ୍ୟତାମୂଳକ। ଶିଳ୍ପାଞ୍ଚଳ ପାଇଁ ଯେତିକି ଅଞ୍ଚଳ ଅନୁମୋଦିତ ହୋଇଥିବ ସେଠାକାର ୧୦%ରେ ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯିବ। ଅର୍ଥାତ୍‌ ଶିଳ୍ପାଞ୍ଚଳର ମାଲିକ ପ୍ରତି ହେକ୍ଟରରେ ୨୫୦୦ ଗଛ ଲଗାଇବେ। ଏହି କ୍ଷେତ୍ରକୁ…

ବୋଉ ବୁଟ୍ଟୁ ଭୂତ ପରେ ଆଉ ଏକ ଓଡ଼ିଆ ହରର୍ ଥ୍ରିଲର୍ ଭୂତ ସିନେମା ବଡ ପରଦାକୁ ଆସିବାକୁ ଯାଉଛି  “ଦର୍ପଣ”

ଦର୍ପଣ ସୋନ୍ଦର୍ଯ୍ୟ କୁ ଦେଖିବା ପାଇଁ ଯେମିତି ନିତିଦିନ ଦରକାର୍ ପଡେ...ଠିକ୍ ସେମିତି ସୌନ୍ଦର୍ଯ୍ୟକୁ ଖରାପ କରିବା ପାଇଁ ଭୟଙ୍କର ରୂପ ନେଇ ତାଣ୍ଡବ କରିଥାଏ ଦୁନିଆରେ...ଏମିତି କିଛି ରହସ୍ୟମୟି କାହାଣୀ କୁ ନେଇ ବଡ଼ ପରଦାକୁ ଆଣୁ ଛନ୍ତି ଦର୍ପଣ ସିନେମାର ନିର୍ଦ୍ଦେଶକ ଭାରତ…

ଛାଡ଼ଖାଇପାଇଁ ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼

ଛାଡ଼ଖାଇ ପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଆଜି ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। ତେଣେ କଟକରେ ବି ଦର ସମାନ ରହିଛି। ତେବେ ମଟନ୍ ଦର ଭିନ୍ନ ଭିନ୍ନ ସ୍ଥାନରେ…

ଓଏସ୍‌ଏସ୍‌ସି ଅଫିସ୍ ସମ୍ମୁଖରେ ଧାରଣାରେ ଆଶାୟୀ ସଂସ୍କୃତ ଶିକ୍ଷକ: ମେରିଟ୍ ଲିଷ୍ଟ ନ ବାହାରିଲେ ଆତ୍ମାହୁତି

ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ୍ ଦ୍ବାରା ପରିଚାଳିତ ଟ୍ରେନ୍‌ଡ ଗ୍ରାଜୁଏଟ୍ ଟିଚର(ଟିଜିଟି)ନିଯୁକ୍ତି ପ୍ରକ୍ରିୟା ସରିଥିଲେ ମଧ୍ୟ ମେରିଟ୍ ଲିଷ୍ଟ ବାହାରୁ ନାହିଁ। ଦିନ ଦୁଇଟା ସୁଦ୍ଧା ମେରିଟ୍ ଲିଷ୍ଟ ବାହାର କରିବାକୁ ଦାବି କରି ଆଜି ଓଏସ୍‌ଏସ୍‌ ଅଫିସ ସମ୍ମୁଖରେ ଆଶାୟୀ ସଂସ୍କୃତ ଶିକ୍ଷକମାନେ…

ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତର ବଡ଼ ବିଜୟ, ମ୍ୟାଚ ବଦଳାଇଦେଲେ ୱାଶିଂଟନ ସୁନ୍ଦର

ମ୍ୟାଚ ବଦଳାଇଦେଲେ ୱାଶିଂଟନ ସୁନ୍ଦର। ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟି ଟ୍ବେଣ୍ଟିରେ ଭାରତର ବଡ଼ ବିଜୟ। ୪୮ ରନରେ କଙ୍ଗାରୁ ଦଳକୁ ହରାଇଲା ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆକୁ ଚତୁର୍ଥ ଟି ଟ୍ବେଣ୍ଟି ଜିତିବା ପାଇଁ ୨୪ ବଲରେ ୫୪ ରନ ଦରକାର ଥିବା ବେଳେ ବୋଲିଂ କରିବାକୁ ଆସିଥିଲେ ସୁନ୍ଦର। ୧୬ ଓଭର ଯାଏ…

ମହିଳା ବିଶ୍ବ ଚାମ୍ପିଅନ ଟିମର ପ୍ରତି ଖେଳାଳିଙ୍କୁ ମିଳିବ ୨୫ ଲକ୍ଷର କାର୍, ଟାଟା କମ୍ପାନୀ ଦେଲା ଉପହାର

ଭାରତୀୟ ମହିଳା କ୍ରିକେଟ ଟିମ୍ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ କ୍ରିକେଟର ଚାମ୍ପିଅନ ମୁକୁଟ ପିନ୍ଧିଛି । ଏହା ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ସାଉଥ ଆଫ୍ରିକାକୁ ହରାଇ ମହିଳା ଟିମ୍ ଦିନିକିଆ ବିଶ୍ବକପ ନିଜ ନାମରେ କରିଛି । ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟକୁ…

ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ, ବିଷ କ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା କହିଲେ ପରିବାର ଲୋକେ

ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ । ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ ନିଯୁକ୍ତ ହୋଇଥିଲେ ।ଗତକାଲି…

ଟ୍ରେନ୍ ଧକ୍କାରେ ୬ ମହିଳାଙ୍କ ମୃତ୍ୟୁ

ବୁଧବାର ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ୍ ଧକ୍କାରେ ୪ ଜଣ ମହିଳା ଏବଂ ୧୬ ଓ ୧୨ ବର୍ଷ ବୟସର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ପୀଡିତାମାନେ ଏକ ପୃଥକ୍ ଟ୍ରେନ୍‌ରୁ ଭୁଲ୍ ପାର୍ଶ୍ବରେ ଓହ୍ଲାଇବା ପରେ ଏହି ଘଟଣା ଘଟିଥିଲା। ସକାଳ ପ୍ରାୟ ୯ଟା ୩୦ ସମୟରେ…

ପାଣି ପାଇଁ ୨୬ ନଂ ଜାତୀୟ ରାଜପଥ ଅବରୋଧ, ଗରା ଏବଂ ବାଲ୍‌ଟି ଧରି ଧାରଣାରେ ବସିଲେ ଗ୍ରାମବାସୀ

ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କେରମେଲି ପଞ୍ଚାୟତ ଲାଚୁଟ ଗ୍ରାମବାସୀ ପାନୀୟ ଜଳ ପାଇଁ ୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଶତାଧିକ ଗ୍ରାମବାସୀ ଗରା, ବାଲ୍‌ଟି ଧରି ଜାତୀୟ ରାଜପଥରେ ଧାରଣା ଦେଇଛନ୍ତି।ସୂଚନା ମୁତାବକ, ଲାଚୁଟ ଗ୍ରାମବାସୀ ବ୍ଲକ ପ୍ରଶାସନକୁ ବାରମ୍ବାର ପାନୀୟ…

ସାଲୁର ଘାଟିରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଘାଟିରେ ଜଳିଗଲା ବସ୍ । ଜୟପୁର ପଟାଙ୍ଗି ବ୍ଲକ ସାଲୁର ଘାଟିରେ ଜଳିଗଲା ବସ୍ । ତେବେ ଏକ ବଡ଼ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସଟି ବିଜୟନଗରମରୁ ଜୟପୁର ଆସୁଥିବାବେଳେ ବସରେ ନିଆଁ ଲାଗିଯାଇଥିଲା ।ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ହୁ ହୁ ହୋଇ ବସଟି ଜଳିଯାଇଥିଲା । ନିଆଁ ଲାଗିବା…