ରାଜଧାନୀରେ ମୋଦୀ କରିବେ ରୋଡ୍ ସୋ
ରାଜଧାନୀରେ ମୋଦୀ କରିବେ ରୋଡ୍ ସୋ । ଆସନ୍ତା ୧୨ ତାରିଖ ଅପରାହ୍ନରେ ମୋଦୀ ଭୁବନେଶ୍ୱରର ଜୟଦେବ ବିହାର ଛକରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ କରିବେ ବୋଲି ସୂଚନା ମିଳିଛି । ଖାଲି ସେତିକି ନୁହେଁ, ଜନତା ମଇଦାନରେ ନରେନ୍ଦ୍ର ମୋଦୀ ପ୍ରେସମିଟ୍ ମଧ୍ୟ କରିବେ ବୋଲି ସୂଚନା ଅଛି । ତେବେ!-->…
