କିଏ ହେବେ ମୁଖ୍ୟମନ୍ତ୍ରୀ? କ’ଣ କହିଲେ ଜୟନାରାୟଣ
ଓଡ଼ିଶାରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ଗଢ଼ିବାକୁ ଯାଉଛି ସରକାର। ତେବେ କାହାକୁ ଦଳ କରିବ ମୁଖ୍ୟମନ୍ତ୍ରୀ, ତାକୁ ନେଇ ଜାରି ରହିଛି ସସ୍ପେନ୍ସ। ଦଳ ଏନେଇ କିଛି ଘୋଷଣା କରିନି।
ଜୟନାରାୟଣ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ତାଙ୍କୁ ଏ ସଂପର୍କରେ ପ୍ରଶ୍ନ!-->!-->!-->…
