ମୁଖ୍ୟମନ୍ତ୍ରୀ : ଆଗଧାଡ଼ିରେ ଧର୍ମେନ୍ଦ୍ର ଓ ମନମୋହନ
ନିର୍ବାଚନରେ ବିଜେପିକୁ ଓଡ଼ିଶାବାସୀ କ୍ଷମତାର ଡ଼ୋର ଧରାଇଛନ୍ତି । ବିଜେପି ପ୍ରଚାର ସମୟରେ ଯେତେ ଦାବି ଉଠିଥିଲେ ବି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନଥିଲା । ଏବେ ଜିତିଲା ପରେ କିଏ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା । ବାସ୍ତବ କ୍ଷେତ୍ରରେ!-->…
