କାଲି ଖୋଲିବ ନେତାଙ୍କ ଭାଗ୍ୟ ,କିଏ ଜିତିବ କିଏ ହାରିବ
ନିର୍ବାଚନ ପରେ ଅପେକ୍ଷା ଏବେ ଫଳାଫଳକୁ । କିଏ ଜିତିବ ବାଜି ,ତାହାରି ଉପରେ ସମସ୍ତଙ୍କ ନଜର । ଜୁନ ୪ରେ ଆସିବ ଫଳାଫଳା । ଗଣତି ପୁବରୁ ରାଜନୈତିକ ଉଷ୍ଣତା ଦେଖାଗଲାଣି । ସବୁ ରାଜନୀତି ମାହୋଲରେ ଏବେ ଗଣତିକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ଏଗଜିଟ ପୋଲ ବି ପ୍ରକାଶ ପାଇଛି ।!-->…
