ସୁବ୍ରତଙ୍କ ପତ୍ନୀ ଅର୍ଚ୍ଚନାରେଖାଙ୍କୁ ଚକ୍ମା ଦେଲେ ବିଜେପିର ଦୁର୍ଗାଚରଣ ତନ୍ତି
ବିଜେଡି ବିଧାୟକ ସୁବ୍ରତ ତରାଇଙ୍କ ପତ୍ନୀ ଅର୍ଚ୍ଚନାରେଖା ବେହେରାଙ୍କୁ ଚକ୍ମା ଦେଲେ ବିଜେପି ବିଧାୟକ ପ୍ରାର୍ଥୀ ଦୁର୍ଗାଚରଣ ତନ୍ତି। ୨୦ ରାଉଣ୍ଡ ସୁଦ୍ଧା ସେ ଅର୍ଚ୍ଚନାରେଖାଙ୍କୁ ୫୭୦୯ ଖଣ୍ଡ ଭୋଟ୍ରେ ପରାସ୍ତ କରିଛନ୍ତି। ଫଳାଫଳ ପ୍ରକାଶ ପାଇବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ!-->…
