ମାଟିରେ ମିଶିଲାଣି ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପ: ଫଳକ ଅଛି, କାମର ଚିହ୍ନବର୍ଣ୍ଣ ନାହିଁ
ପୂର୍ବ ସରକାରଙ୍କ ସମୟରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା(ମୁକ୍ତା) ପାଣ୍ଠିରେ ହୋଇଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ। କେଉଁଠି ପ୍ରକଳ୍ପ ମାଟିରେ ମିଶିଗଲାଣି ତ ଅନ୍ୟ କେଉଁଠି ଇଟା ଦେଖାଯାଉଛି। ଆଶ୍ଚର୍ଯ୍ୟ କଥା, ଯେଉଁସ୍ଥାନରେ ପ୍ରକଳ୍ପ…
