ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଗୁଳି କରି ହତ୍ୟା ଉଦ୍ୟମ ! ଅଭିଯୁକ୍ତ ସ୍ୱାମୀ ଗିରଫ
ପରକୀୟା ପ୍ରୀତି ସନ୍ଦେହରେ ସ୍ୱାମୀର ଉନ୍ମକ୍ତ କାଣ୍ଡ । ସ୍ତ୍ରୀ ଉପରକୁ ଗୁଳିମାଡ଼ କରି ହତ୍ୟା ଉଦ୍ୟମ କରିଛି ସ୍ବାମୀ । ଗୁଳିମାଡରୁ ଅଳ୍ପକେ ବର୍ତ୍ତି ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଯାଜପୁରର କୋରେଇ ଥାନା…
