ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଞ୍ଜରୀ ସିଂହଦେଓ
ନିର୍ବାଚନ ସମୟରେ ରୋଚକ ହେଉଛି ବଲାଙ୍ଗିର ରାଜ ପରିବାର କଳି। ବିଜେଡି ନେତା ଅନଙ୍ଗ ଉଦୟସିଂହଦେଓଙ୍କ ବୋହୂ ତଥା ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ଦେଢ଼ଶୁର କଳିକେଶ ନାରାୟଣ!-->…
