Sign in
Sign in
Recover your password.
A password will be e-mailed to you.
ମଙ୍ଗଳାବାଗ ଥାନାକୁ ଆସିଲା ହାଇଦରର କାର୍
କଟକ: ଗ୍ୟାଙ୍ଗଷ୍ଟର ହାଇଦର ଧରାପଡ଼ିବା ପରେ ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସୁଛି । ଚମ୍ପଟ ମାରିବା ଘଟଣାରେ ଆଉ ୩ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଏସସିବିରୁ ଯେଉଁ କାରରେ ଚମ୍ପଟ ମାରିଥିଲା ସେଇ କାର କଟକରେ ପହଞ୍ଚିଛି । ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟରୁ କାରଟିକୁ ଜବତ!-->…
କୁମ୍ଭ ଫେରାନ୍ତଙ୍କ ପାଇଁ ଏସଆରସିଙ୍କ ନୂଆ ଗାଇଡ଼ଲାଇନ
*କୁମ୍ଭମେଳା ଫେରାନ୍ତଙ୍କ ପାଇଁ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ |
*ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ମ୍ୟୁନସିପାଲଟି କମିଶନରଙ୍କୁ କୁମ୍ଭମେଳା ଫେରାନ୍ତଙ୍କ ତାଲିକା ପ୍ରଦାନ |
*ସମସ୍ତ କୁମ୍ଭ ଫେରନ୍ତା ନିଜକୁ ସ୍ୱେଚ୍ଚାକୃତ ଭାବେ ଆଇସୋଲେସନ୍ରେ ରଖିବେ |
ବର୍ଷିଆନ୍ ସ୍ୱାଧିନତା ସଂଗ୍ରାମୀ ରାଓଜୀ ଭାଇ ରାଠୋରଙ୍କ ପରଲୋକ
ରାୟପୁର: ବର୍ଷିଆନ୍ ସ୍ୱାଧିନତା ସଂଗ୍ରାମୀ ରାଓଜୀ ଭାଇ ରାଠୋର୍ ଆଉ ନାହାନ୍ତି ।୯୯ ବର୍ଷ ବୟସରେ ସେ ୧୫ ଏପ୍ରିଲ୍ ୨୦୨୧ ଦିନ ୧୨ ୩୦ ରେ ଖରିଆରୋଡ୍ ସ୍ଥିତ ନିଜ ବାସ ଭବନରେ ଈହଧାମ ତ୍ୟାଗ କରିଛନ୍ତି। ମାତ୍ର ତେର ବର୍ଷ ବୟସରୁ ଗାନ୍ଧିଜିଙ୍କୁ ଭେଟି ପ୍ରତ୍ୟକ୍ଷ ଭାବରେ ସ୍ୱାଧିନତା ସଂଗ୍ରାମରେ!-->…
ଅସମ୍ଭାଳ କରୋନାସ୍ଥିତି: ୪ରୁ ୫ ଗୁଣା ବଢିବ ଶଯ୍ୟା ସଂଖ୍ୟା
*୧୦ ଗୁଣା ଅକ୍ସିଜେନ୍ ବୃଦ୍ଧି ନେଇ ସୂଚନା |
*କେବଳ ଗୁରୁତର ରୋଗୀଙ୍କୁ ଆଇସିୟୁ ବେଡ ଦିଆଯିବା |
*ବର୍ତ୍ତମାନ ସାଧାରଣ ବେଡ଼ରେ ୨୫ ପ୍ରତିଶତ ଓ ଆଇସିୟୁରେ ୬୦ ପ୍ରତିଶତ |
କୋଭିଡ୍ ହସ୍ପିଟାଲରେ ନିଆଁ, ୫ ମୃତ
*ମୃତକଙ୍କ ମଧ୍ୟରୁ ୩ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି |
କରୋନା ପାଇଁ ଜେଇଇ ମେନ୍ ପରୀକ୍ଷା ସ୍ଥଗିତ
*ସୂଚନା ମୁତାବକ ପୁଣିଥରେ ତାରିଖ ଘୋଷଣା କରାଯିବ ବୋଲି କୁହାଯାଇଛି
ଦେଶରେ କରୋନାର ସର୍ବକାଳୀନ ରେକର୍ଡ
* ୨୪ ଘଣ୍ଟା ମଧ୍ୟରେ ୨,୬୧,୫୦୦ ସଂକ୍ରମଣ ଓ ୧,୫୦୧ ମୃତ୍ୟୁ ରେକର୍ଡ |
କରୋନାରୁ ସୁସ୍ଥ ହେଲେ ଭୂମି, ଭିକି
ନୂଆଦିଲ୍ଲୀ: କରୋନାଭାଇରସ୍ ରେ ପୀଡିତ ଥିବା ଅଭିନେତ୍ରୀ ଭୁମି ପେଡନେକର ତାଙ୍କ ଇନଷ୍ଟାଗ୍ରାମକୁ ଯାଇ ତାଙ୍କ ପ୍ରଶଂସକଙ୍କୁ ସୁସ୍ଥ ଥିବା ସୂଚନା ଦେଇଛନ୍ତି। ‘ଶୁଭ ମଙ୍ଗଲ ସାବଧାନ ’ ଅଭିନେତ୍ରୀ ଶନିବାର (ଏପ୍ରିଲ ୧୭) ରେ ନିଜର ଏକ ଚିତ୍ର ସେୟାର କରି ଲେଖିଛନ୍ତି, “ଆମ୍ (ଏକ ନେଗେଟିଭ୍!-->…
ରାଜ୍ୟରେ ଆଉ ୨ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା!-->…