Sign in
Sign in
Recover your password.
A password will be e-mailed to you.
ନବରାତ୍ରିର ଷଷ୍ଠ ଦିନରେ କରନ୍ତୁ ମା’ କାତ୍ୟାୟନୀଙ୍କୁ ପୂଜା
*ଦେବୀଙ୍କର ଏହି ସ୍ଵରୂପକୁ କନ୍ୟାମାନେ ପୂଜା କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ।
*ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହୋଇଥାଏ।
ସଂକ୍ରମଣ ମୁକ୍ତ ଦର୍ଶନ ପାଇଁ ଶ୍ରୀମନ୍ଦିର ସାନିଟାଇଜ୍
*ଆସନ୍ତା ୨୪ ତାରିଖରୁ ସପ୍ତାହକୁ ଦୁଇଦିନ ଶନି ଓ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ |
ରାଜ୍ୟରେ ଆଜି ୩୬୬୪ କରୋନା ପଜିଟିଭ୍
* ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ସଂକ୍ରମିତ ଚିହ୍ନଟ |
ଆରମ୍ଭ ହେଲା ସପ୍ତାହାନ୍ତ ଓ ନାଇଟ କର୍ଫ୍ୟୁ
ଭୁବନେଶ୍ୱର : ରାଜ୍ୟରେ ପୁଣି ଥରେ ଆରମ୍ଭ ହେଲା କୋଭିଡ୍ କଟକଣା । ଆଜିଠାରୁ ୧୦ ଜିଲ୍ଲା ସୀମାନ୍ତବର୍ତ୍ତୀ ଜିଲ୍ଲା ସପ୍ତାହାନ୍ତ କର୍ଫ୍ୟୁ ଆରମ୍ଭ ହୋଇଥିବାବେଳେ ଅନ୍ୟ ୨୦ ଜିଲ୍ଲା ସହରାଞ୍ଚଳରେ ରାତି ୯ଟାରୁ ୧୪୪ ଧାରା ଲାଗୁ ହୋଇଛି । ରାତି ୯ଟା ପୂର୍ବରୁ ବନ୍ଦ ହୋଇଗଲା ସବୁ ଦୋକାନ ।!-->…
ଶ୍ରାଦ୍ଧଦିବସରେ ବିଜୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଧୁନିକ ଓଡ଼ିଶା ନିର୍ମାଣ ସହ ନାରୀ ସଶକ୍ତିକରଣ ଓ ଲୋକଙ୍କ କଲ୍ୟାଣ!-->…
ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଛାତ୍ର ଜନତା ଦଳର ୭୫ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ଵଦିପ ପ୍ରଧାନଙ୍କ ନେତୃତ୍ବରେ ୭୫ ୟୁନିଟ୍ ରକ୍ତ ସଂଗ୍ରହ।
ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ବିଜୁ ଛାତ୍ର!-->!-->!-->!-->!-->…