Odia News Portal

ପୁଣି ଚମକିଲା ଅକ୍ଷରା ସିଂହଙ୍କ କଣ୍ଠର ଜାଦୁ : ଭାଇରାଲ ହେଲା କୱଲେଜିଆ ବଲମୁଆ

ଭୋଜପୁରୀ ସୁପର ବିଉଟି ଅକ୍ଷରା ସିଂହଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିଛି। ତାଙ୍କ ଚମତ୍କାର କଣ୍ଠରେ ପୁଣିଥରେ ଭୋଜପୁରୀ ସଂଗୀତର ଦୁନିଆ ଝୁମି ଉଠିଛି। ଅକ୍ଷରା ତାଙ୍କ ଗୀତ ପୀଇଁ ସବୁବୋଳେ ଚର୍ଚ୍ଚାରେ ଥାଆନ୍ତି। ଏହି କାରଣରୁ ୨୦୧୮ ମସିହାରେ ଅକ୍ଷରାଙ୍କ ନୂଆ ଗୀତ “କୱଲେଜିଆ ବଲମୁଆ” ରିଲିଜ…

ଫେବ୍ରୁଆରୀ ୪ରୁ ବିଧାନସଭା ଅଧିବେଶନ

ଭୁବନେଶ୍ବର: ଫେବ୍ରୁଆରୀ ୪ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । ଫେବ୍ରୁଆରୀ ୪ରୁ ଆରମ୍ଭ ହୋଇ ଫେବ୍ରୁଆରୀ ୧୨ପର୍ଯ୍ୟନ୍ତ ଚାଲିବ ବିଧାନସଭା ଅଧିବେଶନ । ଏହି ଅଧିବେଶନରେ ସ୍ବତନ୍ତ୍ର ଅତିରିକ୍ତ ବଜେଟ୍ ଆଗତ ହେବ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏହା ସରକାରଙ୍କ ଶେଷ ଅଧିବେଶନ । ୨୦୧୯…

ସରକାରୀ କର୍ମଚାରୀଙ୍କ ପାଇଁ ମୋଦିଙ୍କ ବଡ ଘୋଷଣା : ଏଥର ନିଜ ଇଛାରେ ନେଇପାରିବେ ବଦଳି

ଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆର୍ଥିକ ପଛୁଆ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଭଳି ଏକ ଐତିହାସିକ ଘୋଷଣା କରିଛନ୍ତି ମୋଦି । ଏବେ ପୁଣି ଦେଶର କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର ଦେବା ପାଇଁ ଆଉ ଏକ ଘୋଷଣା କରିଛନ୍ତି ମୋଦି । ସୂଚନାଯୋଗ୍ୟ ଯେ,…

କର ବା ମର ସ୍ଥିତିରେ ଭାରତ, ଆଡିଲେଡ ରେକର୍ଡ କଙ୍ଗାରୁ ସପକ୍ଷରେ

ଭୁବନେଶ୍ୱର : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆସନ୍ତା କାଲି ଆଡିଲେଡରେ ଖେଳାଯିବ  । ସିରିଜର ପ୍ରଥମ ମ୍ୟାଚ କଙ୍ଗାରୁ ୩୪ରନରେ  ବିଜୟ ହାସଲ କରି ତିନି ଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି । ତେଣୁ ଆସନ୍ତା କାଲିର ମ୍ୟାଚ ଭାରତ ପାଇଁ ଅତି…

ନାଗେଶ୍ଵର ରାଓଙ୍କୁ ସିବିଆଇର ଅନ୍ତରୀଣ ମୁଖ୍ୟ କରାଯିବାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ସିବିଆଇରେ ଜାରି ବିବାଦ ଏବେ ମଧ୍ୟ ଥମିବାର ନାଁ ନେଉନାହିଁ।  ପିଏମ ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସଂପନ୍ନ ଚୟନ କମିଟି ପକ୍ଷରୁ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ହଟାଯିବା ପରେ ଏବେ ଅନ୍ତରୀଣ ମୁଖ୍ୟ ଏମ.ନାଗେଶ୍ଵର ରାଓଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାୟର…

ପାରିବାରିକ କଳହର କରୁଣ ପରିଣତି, ମହିଳାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୂଘର ଲୋକେ

କେନ୍ଦ୍ରାପଡ଼ା: ପାରିବାରିକ କଳହର କରୁଣ ପରିଣତି । ମହିଳାଙ୍କୁ ଗାଁ ଦାଣ୍ଡରେ ଅତି ନିର୍ମମ ଭାବେ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶାଶୂଘର ଲୋକେ । କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ହାତୀଆ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଗୁରୁତର ମହିଳାଙ୍କୁ ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମର କିଛି…

ଥମୁନି ଲଜ୍ଜା : ଦାରିଙ୍ଗିବାଡ଼ି ପରେ ଏବେ ଜି. ଉଦୟଗିରି , ଦଶମ ଶ୍ରେଣୀର ଛାତ୍ରୀ ୪ମାସର ଗର୍ଭବତୀ

କନ୍ଧମାଳ: ଥମୁନି ଲଜ୍ଜାଜନକ ଘଟଣା। ଦାରିଙ୍ଗିବାଡ଼ି ନାବାଳିକା ମା ହେବାର ଦିନକ ପରେ ପୁଣି କନ୍ଧମାଳରୁ ଆସିଛି ଏକ ସମ୍ବେଦନଶୀଳ ଘଟଣା। କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ନାବାଳିକା ଛାତ୍ରୀ ଜଣକ…

ମହିଳା ମାଓ କମାଣ୍ଡରଙ୍କ ଆତ୍ମସମର୍ପଣ

ମାଲକାନଗିରି : ଆଜି ମାଲକାନଗିରି ପୋଲିସ ଏବଂ ବିଏସଏଫ କୁ ମିଳିଛି ଏକ ବଡ ସଫଳତା । ଦେବେ ମାଢି( ଶାନ୍ତି ) ନାମକ ଏକ ହାର୍ଡକୋର ମହିଳା ମାଓବାଦୀ ଆଜି ଆତ୍ମୋସମର୍ପଣ କରିଛନ୍ତି । ସେ ୨୦୦୮ ମସିହାରୁ ମାଓ ସଂଘଠନରେ ଜୋଗଦେଇ ଜିଲ୍ଲାର ଅନେକ ମାଓ ହିଂକ୍ସାକାଣ୍ଡରେ ଜଡିତ ଥିଲେ । ପ୍ରଥମେ…

ଦାରିଙ୍ଗବାଡିରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣା ; ବ୍ରହ୍ମପୁର ଏମ୍‌କେସିଜିରେ ନବଜାତ ଶିଶୁର ମୃତ୍ୟୁ

ବ୍ରହ୍ମପୁର: କନ୍ଧମାଳ ଦାରିଙ୍ଗିବାଡି ଆବାସିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ନବଜାତ ଶିଶୁର ମୃତ୍ୟୁ ହୋଇଛି । ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଶିଶୁର ମୃତ୍ୟୁ ହୋଇଛି । ବର୍ତ୍ତମାନ ଏମକେସିଜିରେ ପୀଡିତା ଛାତ୍ରୀ ଚିକିତ୍ସିତ ହେଉଛନ୍ତି । ଗତକାଲି କନ୍ଧମାଳ…

ପୁଣି ୭୦ ଟଙ୍କା ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ବେଶ୍‌ କିଛି ଦିନ ନିମ୍ନ ଗତି ପରେ ଗତ ପାଞ୍ଚ ଦିନ ହେଲା ଉପରମୁହାଁ ହୋଇଛି ତୈଳ ଦର । ଦେଶର ରାଜଧାନୀ ଦିଲ୍ଲୀରେ ଆଜି ୩୮ ପଇସା ବଢ଼ି ପେଟ୍ରୋଲ ଲିଟର ପିଛା ୭୦ ଟଙ୍କା ୧୩ ପଇସା ହୋଇଥିବା ବେଳେ ଡିଜେଲ ଦର ୪୯ ପଇସାରୁ ୫୨ ପଇସାକୁ ବଢ଼ି ୭୫ ଟଙ୍କା ୭୭ ପଇସା ହୋଇଛି । ଅବଶ୍ୟ ଆମ…
Jouez gros ! Nine Casino verse de vraies récompenses.
Découvrir les informations ! leon casino connexion – aperçu complet !
A megbízható platform kiválasztása alapvető a jó online szerencsejáték élményhez, mivel a fizetések biztonsága, a játékok sokszínűsége, a bónuszok és a gyors kifizetések jelentősen befolyásolják a játékosok élményét. A https://dukatbet.info/hu/ útmutató segít összehasonlítani a szabadidős szórakozási lehetőségeket és jobban megérteni a fontos szempontokat a tét előtt.
В онлайн игри на златно ниво изборът на надеждна платформа е ключов за наслада от казино игрите. Сигурността на плащанията, разнообразието от слот машини, бонусите и бързата възможност за теглене значително влияят на играчското изживяване. Пътеводителят zora.bet помага да сравните наличните сайтове и да разберете важните критерии, преди да започнете да играете.
Fans tracking football match outcomes benefit from detailed player stats, live scores, and team performance trends, enabling smarter predictions and deeper engagement. By reviewing recent fixtures, historical data, and on‑field metrics, supporters can gauge momentum and compare squad strengths. For insightful analysis, check out the total over platform.