Odia News Portal

ସୌମ୍ୟଙ୍କ ବିରୋଧରେ ଇଓଡବ୍ଲୁରେ ରୁଜୁ ହେଲା ଆଉ ୩ଟି ମାମଲା

: ଋଣ ଜାଲିଆତି ମାମଲାରେ ସୌମ୍ୟଙ୍କ ବିରୋଧରେ ବଢୁଛି ଅଭିଯୋଗର ଫର୍ଦ୍ଦ । ଇଓଡବ୍ଲୁରେ ରୁଜୁ ହେଲା ଆଉ ୩ଟି ମାମଲା । ଏନେଇ ସଙ୍ଗୀନ ଆରୋପ ଆଣିଛନ୍ତି ୩ ଜଣ ପୂର୍ବତନ କର୍ମଚାରୀ । ଆସିଥିବା ସମସ୍ତ ଅଭିଯୋଗର ସବୁ ଦିଗକୁ ନେଇ ଖୋଳତାଡ଼ କରୁଛି ତଦନ୍ତକାରୀ ଟିମ୍ । ଆଜି ବି ହୋଇପାରେ ଛାନବିନ୍ ।

ଗୀତା ମେହେଟ୍ଟାଙ୍କ ପରଲୋକ

ଆଉ ନାହାନ୍ତି ଅନ୍ତର୍ଜାତୀୟ ସ୍ତରର ଲେଖିକା ଗୀତା ମେହେଟ୍ଟା । ୮୦ ବର୍ଷ ବୟସରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହାନ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ଅନେକ ପୁସ୍ତକ ରଚନା କରି ଅର୍ଜନ କରିଥିଲେ ପ୍ରସିଦ୍ଧି । ସେ ହେଉଛନ୍ତି

କଂଗ୍ରେସ ପରେ ଏବେ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି

ଆଗକୁ ହେବାକୁ ଥିବା ବାଚସ୍ପତି ନିର୍ବାଚନକୁ ଗତକାଲି କଂଗ୍ରେସ ବୟକଟ୍‌ କରିଥିବା ବେଳେ ଏହାକୁ ଏବେ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟ ବର୍ଜନ କରିବ ବୋଲି ସୂଚନା ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ନାଉରୀ ନାୟକ ଏହି ସୂଚନା ଦେଇଛନ୍ତି। ସେ ତାଙ୍କ ମତ ରଖି

ତୁଟିଲା ବିବାଦ, ଆରମ୍ଭ ହେଲା ମହାପ୍ରଭୁଙ୍କ ନୀତିକାନ୍ତି

ମହାପ୍ରଭୁଙ୍କ ନୀତିକାନ୍ତି ବିଳମ୍ବ ଘଟଣା। ଦୀର୍ଘ ୫ଘଣ୍ଟାରୁ ଅଧିକ ସମୟ ପରେ ଆରମ୍ଭ ହେଲା ପରବର୍ତ୍ତୀ ନୀତିକାନ୍ତି। ନୀତିକାନ୍ତି ବିଳମ୍ବ ନେଇ ପ୍ରତିକ୍ରିୟା ରଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ। ଆଲୋଚନା ମାଧ୍ୟମରେ ସମାଧାନ ହୋଇଛି। ନୀତିକାନ୍ତି ବିଳମ୍ବରେ ସମ୍ପୃକ୍ତ

୭୫ କେଜି ଗଞ୍ଜେଇ ଜବତ, ୧ ଗିରଫ

ଶୁକ୍ରବାର ଦିନ ୧ ଟା ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କୁର୍ଡ ଓ ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଶ୍ରୀବନ୍ତପୁର ଗାଁରେ ଚଢ଼ାଉ କରି ୭୫ କେଜି ଗଞ୍ଜେଇ ଜବତ କରିବା ସହିତ ଜଣେଙ୍କୁ ଗିରଫ କରିଥିବା ସୂଚନା ମିଳିଛି l ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ

ପୁଣି ଚର୍ଚ୍ଚାରେ ସୁର ରାଉତରାୟଙ୍କ ପରିବାର ରାଜନୀତି

ପୁଣି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପରିବାର ରାଜନୀତି । ସାନ ପରେ ବଡ଼ପୁଅର ଏଣ୍ଟ୍ରି। କଂଗ୍ରେସ ଭବନରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ସହ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଏକାଠି ଦେଖିବାକୁ

ପୋଲିସ ଆଇନ ୩୦ ଧାରା ୯୦ ଦିନ ପାଇଁ ବଳବତ୍ତର।

ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି।ଏହା ଚଳିତ ମାସ ୫ ତାରିଖ ଠାରୁ ଡିସେମ୍ବର ୩ ତାରିଖ ୯୦ ଦିନ ପର୍ଯ୍ୟନ୍ତ ସମସ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲ୍ଟି, ପିପିଲି, କୋଣାର୍କ ଓ ନିମାପଡା ଏନ ଏ ସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ

ଆନ୍ଧ୍ରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୪ ଓଡ଼ିଆଙ୍କ ଜୀବନ ଗଲା

ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ବିରାଟ ଦୁର୍ଘଟଣା । ଓଡିଶାର ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ତାଭନମପାଲେ ମଣ୍ଡଳରେ ଏହି ବିରାଟ ଦୁର୍ଘଟଣା ଘଟିଛି । ଲରି ସହ ଧକ୍କା ଦେଇଛି ଏକ ଆମ୍ବୁଲାନ୍ସ । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଅନ୍ୟ

ବିପଦ ସଙ୍କେତ ଉପରେ ବଂଶଧାରା ନଦୀ

ଲଗାଣ ବର୍ଷା ଯୋଗୁଁ ବଂଶଧାରା ନଦୀ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି। ଜିଲ୍ଲାର ଗୁଣୁପୁର ଠାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗଙ୍କ କାର୍ଯ୍ଯାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗୁଣୁପୁର ଠାରେ ବଂଶଧାରାର ଜଳସ୍ତର ୮୩.୭୫ ମିଟରକୁ ବୃଦ୍ଧି ପାଇଛି। ଏହି ସ୍ଥାନରେ ନଦୀର ବିପଦ ସଙ୍କେତ ୮୪

ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହା ସହ ମୁଖ୍ୟମନ୍ତ୍ରୀ ‘ପଡ଼ା ପୁଷ୍ଟି’ କାର୍ୟ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ସାରା