ନବୀନ ନିବାସରେ ଓଡ଼ିଆ କଳାକାର
ନିର୍ବାଚନୀ ମାହୋଲ ଭିତରେ ନବୀନ ନିବାସରେ ଓଡ଼ିଆ କଳାକାରଙ୍କ ଭିଡ଼। ଶୁକ୍ରବାର ସକାଳୁ ସକାଳୁ ଅନେକ ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା। ଅଭିନେତା ସ୍ବରାଜ ବାରିକ, ଅମ୍ଳାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ ଓ ଅଭିନେତ୍ରୀ!-->…
