ଦୁଇ ସମ୍ପର୍କୀୟ ଭାଇଙ୍କୁ ହାଣି ନିର୍ମମ ହତ୍ୟା:୨ ଅଟକ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଙ୍କଳବାଡ଼ି ଗ୍ରାମରେ ଦୁଇ ସଂପର୍କୀୟ ଭାଇଙ୍କୁ ହତ୍ୟା ଘଟଣାରେ ପୁଲିସ ୨ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ଅଟକଥିବା ଦୁଇ ହେଲେ ଜାନକୀ ଭୂୟାଁ ଓ ତାଙ୍କ ଭାଇରୋହିତ ଭୂୟାଁ। ସେମାନଙ୍କ ନିକଟରୁ!-->…
