Odia News Portal

କନଷ୍ଟେବଲଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ ତିହିଡି ଥାନାରେ କାର୍ଯ୍ୟରତ କନେଷ୍ଟବଳ ତୋଫାନ ପାତ୍ରଙ୍କ ଆତ୍ମହତ୍ୟା । ଥାନାରୁ ତାଙ୍କୀ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ତୋଫାନଙ୍କ ଘର କେନ୍ଦୁଝର ଆନନ୍ଦପୁରରେ ବୋଲି ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ତିହିଡି ଥାନା ପରିସରରେ ଥିବା ନିଜର

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀର ଜୀବନ ନେଲା ସ୍ବାମୀ

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର – ଆମ୍ବଠା ରାସ୍ତା ପାର୍ଶ୍ବରେ ଥିବା ଏକ ଇଟାଭାଟି ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଅଭିଯୁକ୍ତ ସ୍ବାମୀ ଥାନାରେ ଅଟକ ରହିଥିବାର ଖବର ମିଳିଛି। ଖବର ପାଇ ପାଟପୁର ଥାନା ପୁଲିସ ପକ୍ଷରୁ

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୮ ଜୀବନ

ପଶ୍ଚିମବଙ୍ଗରେ ପୁଣି ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଉତ୍ତର ୨୪ ପ୍ରଗଣା ଦତ୍ତାପୁକୁର ଅଞ୍ଚଳରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ବିସ୍ଫୋରଣର ଏତେ ପ୍ରଚଣ୍ଡ ଥିଲା ଯେ ଘରର ଛାତ ସମ୍ପୂର୍ଣ୍ଣ

ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଶୁକ୍ରବାର ଜଣେ ଶିକ୍ଷକଙ୍କ ଠାରୁ ଡିଏ (ମହଙ୍ଗା ଭତ୍ତା) ଅନୁମୋଦନ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ

ଯାଜପୁର: ବିଦ୍ୟୁତ ଆଘାତରେ ୨ ଶ୍ରମିକ ମୃତ

 ବିଦ୍ୟୁତ ଆଘାତରେ ୨ ଶ୍ରମିକ ମୃତ । ଯାଜପୁର ରୋଡ଼ ଥାନା ବ୍ୟାସ ସରୋବର ପୀଠରେ ଅଘଟଣ। ଫେବ୍ରିକେସନ୍ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ସୂଚନା। ମୃତ ଶ୍ରମିକ ୨ ଜଣ ପଶ୍ଚିମବଙ୍ଗ ମାଲଦା ଥାନା ଅଞ୍ଚଳର ଇନ୍ଦ୍ରଜିତ ମଣ୍ଡଳ ଓ ରେଜାବୁଲ୍ ଶେଖ ବୋଲି ଜଣାପଡିଛି।

ବିଏମସି ପାଇଁ ୪୧୬ଟି ଅତିରିକ୍ତ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ

ଭୁବନେଶ୍ବର ମହାନଗର ନିଗମ (ବି.ଏମ୍.ସି)କୁ ଆହୁରି ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ!ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଅଟକ

ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ! ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଅଟକ। କଣ୍ଟାବାଞ୍ଜି ଥାନା ଡ଼ୁମେରଚୁଆଁ ଅଞ୍ଚଳରେ ଜଣେ ୬୦ବର୍ଷୀୟା ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବୃଦ୍ଧାଙ୍କ ପୁଅ କଣ୍ଟାବାଞ୍ଜି ଥାନାରେ ଏତଲା

କୁବେର ଡିଏଫଓ ଙ୍କ ଅମାପ ସମ୍ପତ୍ତି ଠାବ

ରାୟଗଡା ଡିଏଫଓ ବିଜୟ ପରିଡା ଙ୍କ ପୁଳା ପୁଳା ସମ୍ପତ୍ତି ଠାବ | କଟକ ରେ ୧.୮ କୋଟି ଚାରି ମହଲା ଘର ଠାବ । ରସୁଲଗଡ଼ ରେ ୩ ମହଲା କୋଠା ପାଟିରେ ରେ ଗୋଟିଏ ଫ୍ଲାଟ ଠାବ । ଭୁବନେଶ୍ୱର , ପୁରୀ , କଟକ , ଯାଜପୁର ରେ ୮ଟି ଫ୍ଲାଟ ଠାବ । ଡିଏଫଓ ଙ୍କ ଘରୁ ନଗଦ ୧.୨୪ ଲକ୍ଷ ତାଙ୍କ ଜବାଦ କଲା

ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା; NHRCଙ୍କୁ ଭେଟି ଫେରାଦ ହେଲା ରାଜ୍ୟ ବିଜେପି

ନିର୍ଯାତିତା ମହିଳା ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ ମାମଲା ନୂଆ ମୋଡ଼ ନେଇଛି । NHRCଙ୍କୁ ଭେଟି ଲିଖିତ ଫେରାଦ ହେଲା ରାଜ୍ୟ ବିଜେପି । ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର ପ୍ରମୁଖ ଭେଟି NHRCଙ୍କୁ ଭେଟି ଲିଖିତ ଫେରାଦ ହୋଇଛନ୍ତି । ଘଟଣାର ତଦନ୍ତ କରାଯିବ ବୋଲି NHRC

ପୁରୀରେ ଅପରାଧୀକୁ ପୋଲିସର ଏନକାଉଣ୍ଟର

ଅପରାଧୀକୁ ପୋଲିସର ଏନକାଉଣ୍ଟର । ଲୋକନାଥ ମନ୍ଦିର ପଛ ଶଙ୍କରେସ୍ୱର ଜଙ୍ଗଲରେ ଏନକାଉଣ୍ଟର । ପୋଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ । ପିନୁର ବାମ ଗୋଡ଼ରେ ବାଜିଛି ଗୁଳି , ହସ୍ପିଟାଲରେ ଭର୍ତ୍ତି । ଦୁର୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ ମାମଲା । ପିନୁଁ ଠାରୁ ଗୋଟିଏ