ଲଣ୍ଡନରେ ଭାରତୀୟ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍
ଲଣ୍ଡନରେ ଆଖି ବୁଜିଛନ୍ତି ଜଣେ ଭାରତୀୟ ଛାତ୍ରୀ । ୟୁନିଭରସିଟିରୁ ଫେରିବା ବେଳେ ଟ୍ରକ୍ ଧକ୍କା ଦେବାରୁ ରାସ୍ତା ଉପରେ ହିଁ ଚାଲି ଯାଇଛି ତାଙ୍କ ଜୀବନ। ମୃତା ଛାତ୍ରୀଜଣକ ହେଲେ ୩୩ ବର୍ଷୀୟା ଚେଇସ୍ତା କୋଚର।
ଚେଇସ୍ତା ଭାରତର ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଡ. ଏସ୍ପି କୋଚରଙ୍କ!-->!-->!-->…
