Odia News Portal

ପିଲାଙ୍କ ତାସ ଖେଳକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ୩ ଗୁରୁତର

ପିଲାମାନେ ଖେଳିଲେ ତାସ । ଆଉ ତାସ ଖେଳରୁ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି । କେଉଁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ ସଢା ଗାଁରେ ପିଲାଙ୍କ ଭିତରେ ହୋଇଥିବା ତାସ ଖେଳକୁ ନେଇ ପ୍ରଥମେ ବଚସା ଓ ପରେ ରକ୍ତାକ୍ତ ସଂଘର୍ଷ ଭଳି ଉଗ୍ର ରୂପ ଦେଖିବାକୁ ମିଳିଛି ।

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ; ଘରୋଇ ହସ୍ପିଟାଲରେ ଭର୍ତ୍ତି

ଓଡିଆ ସଙ୍ଗୀତ ଜଗତର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏବେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କୁ ଓଡିଆ ସିନେ ଇଣ୍ଡଷ୍ଟ୍ରିର କଳାକାର ଏବଂ ଅନ୍ୟ ବ୍ୟକ୍ତିବିଶେଷ ଭେଟିଛନ୍ତି। ଏହାସହ ପ୍ରଣବଙ୍କ ଆସୁ କାମନା କରିଛନ୍ତି

ବିଷପିଇ ମହିଳା ଏସଆଇ ଗୁରୁତର

ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନାରେ କାର୍ଯ୍ୟରତ ଜଣେ ମହିଳା ପୁଲିସ ଅଧିକାରୀ ପ୍ରେମରେ ବିଫଳ ଯୋଗୁଁ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଥିବା ଆଲୋଚନା ହେଉଛି। ଗୁରୁତର ଅବସ୍ଥାରେ ମହିଳା ପୁଲିସ ଅଧିକାରୀ କାଜଲ ବାଗଙ୍କୁ ପୁଲିସ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର

ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ

ଅବକାରୀ ଅଧ୍ୟକ୍ଷକ ସୁବର୍ଣ୍ଣ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ଦୁଇଜଣ ପୁରୁଷ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଗଞ୍ଜେଇ କାରବାରରେ ଲିପ୍ତ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ

ଚନ୍ଦ୍ରଯାନ-୩: ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଚନ୍ଦ୍ରର ଦକ୍ଷିଣମେରୁରେ ସଫଳତାର ସହିତ ଅବତରଣ କରି ଚନ୍ଦ୍ରଯାନ-୩ ଇତିହାସ ରଚିବାକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ବୁଧବାର ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ବିଜ୍ଞାନ ପାଇଁ ଏହି ସମୟ ଉଲ୍ଲେଖନୀୟ ହେବ ବୋଲି

ଇତିହାସ ରଚିଲା ଇସ୍ରୋ : ଜହ୍ନରେ ଲେଖା ହେଲା ଭାରତ ନାଁ

ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କଲା ଲ୍ୟାଣ୍ଡର । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରୟାନ ୩ । ବିଶ୍ୱର ପ୍ରଥମ ଦେଶ ଭାବେ ଇତିହାସ ଚନ୍ଦ୍ରର ଦକ୍ଷିଣ ମେରୁରେ ରଚିଲା ଭାରତ । ସଫଳ ଲ୍ୟାଣ୍ଡିଂ ନେଇ ଘୋଷଣା କଲେ ଇସ୍ରୋ ମୁଖ୍ୟ ।ଇତିହାସ ରଚିଛି

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଙ୍ଗ ଲାଇଭ ପ୍ରସାରଣରେ ଭିସି ମାଧ୍ୟମରେ ସାମିଲ ହେବେ ମୋଦି

ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଙ୍ଗ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି।  ଚନ୍ଦ୍ରଯାନ-୩ର ସଫଳତା ଉପରେ ସାରା ଵିଶ୍ଵର ନଜର ରହିଥିଵା ଵେଳେ ଲ୍ୟାଣ୍ଡିଙ୍ଗ ସମୟରେ ଏହାର ଲାଇଭ ପ୍ରସାରଣ କରିଵାକୁ ଇସ୍ରୋ ପକ୍ଷରୁ ଯୋଜନା ହୋଇଛି। ଵ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଥିଵା

ଚନ୍ଦ୍ରଯାନ-୩: ରମ୍ଭା, ଚାଷ୍ଟେ ଓ ଇଲସା ଉନ୍ମୋଚନ କରିବେ ଚନ୍ଦ୍ରର ରହସ୍ୟ

ଦୀର୍ଘ ୪୦ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏବେ ଧାର୍ଯ୍ୟ ଲକ୍ଷ୍ୟଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଚକର କାଟୁଛି । ଆଜି ସନ୍ଧ୍ୟା ୬:୦୪ ମିନିଟରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ | ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ୪ଟି ପେଲୋଡ୍ ଲାଗିଛି | ସେମାନଙ୍କର କାମ ହେଉଛି ଚନ୍ଦ୍ର

ଆଗକୁ ରାତିରେ ବି ଖୋଲିବ ନନ୍ଦନକାନନ

ଆଗକୁ ରାତିରେ ବି ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଏବେ ସଂଧ୍ୟା ୫ ଟାରେ ବନ୍ଦ ନନ୍ଦନକାନନ ରାତିରେ ବି ଖୋଲା ରହିବ । ସେଣ୍ଟ୍ରାଲ ଜୁ’ ଅଥରିଟିରେ ଦାଖଲ ମାଷ୍ଟର ପ୍ଲାନରେ ନୂଆ ବ୍ୟବସ୍ଥା । ଦିନ ଭଳି ଅତିରେ ବି ପ୍ରାଣୀ ଉଦ୍ୟାନ ରେ ବୁଲି ପାରିବେ ଦର୍ଶକ । ରାତ୍ରିଚର ଜୀବ ଙ୍କୁ

ସ୍ତ୍ରୀର ଚରିତ୍ର କୁ ନେଇ ବିଭତ୍ସ ହତ୍ୟା କାଣ୍ଡ, ଟାଙ୍ଗିଆରେ ହାଣିଲା ସଇତାନ ସ୍ୱାମୀ

ସ୍ତ୍ରୀ କୁ ଟାଙ୍ଗିଆରେ ହାଣିଲା ସଇତାନ ସ୍ୱାମୀ । ସ୍ତ୍ରୀ କୁ ମାରିବାପରେ ପୋଲିସ କୁ ଖବର ଦେଲା ଅଭିଯୁକ୍ତ । ହାଣି ମାରିଦେଇଥିବା ଜଣାଇ ପୋଲିସ କୁ ଆସିବା ପାଇଁ କହିଲା । ପୋଲିସ କୁ ଡାକିବା ପରେ ସମ୍ପର୍କୀୟଙ୍କୁ ବି ଖବର ଦେଲା । ସମସ୍ତେ ଘରେ ପହଂଚିବା ପରେ ପୋଲିସ ପାଖେ ଆତ୍ମସମର୍ପଣ କଲା