କୋରାପୁଟକୁ ଛାଡି ସବୁଠି ବଦଳିଲେ ପ୍ରାର୍ଥୀ
୯ ଲୋକସଭା ପ୍ରାର୍ଥୀଙ୍କ ଭିତରୁ ୮ ନୂଆ ମୁହଁ । ବୁଧବାର ବିଜେଡି ଘୋଷଣା କରିଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ କେବଳ କୋରାପୁଟ ପ୍ରାର୍ଥିନୀ କୌଶଲ୍ୟା ହିକ୍କକାଙ୍କୁ ଛାଡିଦେଲେ, ସମସ୍ତ ଆସନରେ ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ । ୯ ଆସନରୁ ୮ ସ୍ଥାନରେ ଦଳ ନୂଆ ମୁହଁଙ୍କୁ ଭରସା କରି!-->…
