ହାଇକୋର୍ଟରେ ଗଲେ ସୋମାଲିକା
ପୁଣି ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ହାଇକୋର୍ଟରେ ମାମଲା । ଜଗତସିଂହପୁର ଥାନା ପୁଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା କରିଛନ୍ତି ବିଧାୟକଙ୍କ ବାନ୍ଧବୀ ସୋମାଲିକା । ମାମଲାରେ ବିଧାୟକ ବିଜୟ ଶଙ୍କର ଦାଶ ଓ ଜଗତସିଂହପୁର ଏସପିଙ୍କ ସମେତ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।!-->…
