Odia News Portal

୨ ଛୁଆ ଙ୍କୁ ମାରିଦେଲା ମା

ତେଲକୋଇ ଚାରି ବର୍ଷ ଅନ୍ତରେ ନିଜର ୨ ଛୁଆଙ୍କୁ ମାରିଦେଲା ମା | ତେଲକୋଇବି ଥାନା ନାମକାନି ଜୁଆଙ୍ଗସାହିରେ ମା’ର ବିବତ୍ସ କାଣ୍ଡ | ଚାରି ବର୍ଷ ତତେ ନିଜର ବର୍ଷକର ଛୁଆକୁ ପାଣିରେ ବୁଡଇ ମାରିଥିଲା | ଆଜି କୋଡିଏ ଦିନର ଶିଶୁପୁତ୍ରକୁ ଟାଙ୍ଗିଆ ରେ ହାଣି ମାରିଦେଲା | ପ୍ରଥମ ଶିଶୁକୁ ହତ୍ୟା କରି

ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଓଡିଆ ଯୁବତୀଙ୍କୁ ହତ୍ୟା। ବୃନ୍ଦାବନ ସେକ୍ଟର 19ରେ କାରରୁ ଓଡିଆ ଯୁବତୀ ସୁସ୍ମିତା ରାଉତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସୁସ୍ମିତାଙ୍କ ଘର ଯାଜପୁର ଜିଲ୍ଲା ବିଂଝାରପୁର ବାଙ୍କିପାଳ ଗାଁରେ। ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ବଡ ଖୁଲାସା ହୋଇଛି । ରିପୋର୍ଟରେ

ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେପି -ବିଜେଡି ମେଣ୍ଟ ନେଇ ବିଜେପି ସାଂସଦ ଅପରାଜିତାଙ୍କ ପ୍ରତିକ୍ରିୟା

ମେଣ୍ଟ ହେବାର ପ୍ରଶ୍ନ ନାହିଁ। କେନ୍ଦ୍ର ମନ୍ତ୍ରୀ ଓ ଅନ୍ୟ ବରିଷ୍ଟ ନେତାମନେ ବି କହିଛନ୍ତି ମେଣ୍ଟ ହେବ ନାହିଁ। ବିଜେପି ବିରୋଧରେ ବିଜେଡି ଯିବ। ବିଜେଡି ବିରୋଧରେ ବିଜେପି ଯିବ। ଏଥିରେ କୋଣସି ଦ୍ୱନ୍ଦ୍ୱ ନାହି।ସେହିପରି କେନ୍ଦ୍ର ସରକାର ଯେପର୍ଯ୍ୟନ୍ତ ରାଜ୍ୟର ପ୍ରସ୍ତାବକୁ ସ୍ୱକୀର କରି

କଳାହାଣ୍ଡି ମେଡିକାଲ କଲେଜ: ଭିତ୍ତିଭୂମି ଯୋଗାଇବ ଏମ୍‌କେସିଜି

ରାଜ୍ୟରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ସରକାରୀ ମେଡିକାଲ କଲେଜକୁ ସହଯୋଗ କରିବେ ୩ଟି ପୁରୁଣା ମେଡିକାଲ କଲେଜ ତଥା କଟକର ଏସ୍‌ସିବି, ବ୍ରହ୍ମପୁରର ଏମ୍‌କେସିଜି ଓ ବୁର୍ଲାର ଭୀମ୍‌ସାର। ରାଜ୍ୟ ଏହି ସରକାର ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ଏମ୍‌କେସିଜି ମେଡିକାଲ କଲେଜରୁ

 ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷିତ ହୋଇଛି ପୋଲିସ ମେଡାଲ

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଘୋଷିତ ହୋଇଛି ପୋଲିସ ମେଡାଲ । ଏଥର ଓଡ଼ିଶାରୁ ମୋଟ ୧୭ ପୋଲିସ ଅଧିକାରୀ ପଦକ ପାଇବେ । ସାହସିକତା ପାଇଁ ୪ ଜଣ ପୋଲିସ କର୍ମଚାରୀ ପଦକ ପାଇବେ । ବିଶିଷ୍ଟ ସେବା ପାଇଁ ୨ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ମିଳିବ । ସୁବେଦାର ପ୍ରହଲ୍ଲାଦ

ବାଦଲ ଫଟା ବର୍ଷା, ଭସ୍ଖଳନ: ୧୬ ମୃତ

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା, ଭରବଳନରେ ୧୬ ଜଣ ମୃତ ହୋଇଥିବା ସୂଚନା ରହିଛି । ୨ଟି ପୃଥକ ସ୍ଥାନରେ ଅଘଟଣ ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ସୋଲାନ ଜିଲ୍ଲା ଡାଡୋନ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ୭ ମୃତ ହୋଇଥିଲେ । ସିମଲା ସମର ହିଲ୍ ଶିବ ମନ୍ଦିର ପାଖରେ ଭସ୍ଖଳନରେ ୯ ଜଣ ମୃତ

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଆଶଙ୍କା

ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ-ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ଉତ୍ତରପ୍ରଦେଶର ମୁଜାଫରପୁର, ମଧ୍ୟଦେଇ ପଶ୍ଚିମବଙ୍ଗର

ବିଧାନ ପରିଷଦ ଓଡିଶା ପାଇଁ ଜରୁରୀ କହିଲେ ମୁନ୍ନା ଖାଁ

ବିଧାନ ପରିଷଦ ସପକ୍ଷରେ ଯୁକ୍ତି ବାଢିଲେ ବିଜେଡି ସାଂସଦ ମୁନ୍ନା ଖାଁ | ବିଧାନ ପରିଷଦ ଓଡିଶା ପାଇଁ ଜରୁରୀ କହିଲେ ମୁନ୍ନା ଖାଁ | ଅନ୍ୟ ରାଜ୍ୟରେ ଅଛି , ଆମ ରାଜ୍ୟରେ କାହିଁକି ହବନି ବୋଲି ପ୍ରଶ୍ନ କଲେ | ବିଧାନ ପରିଷଦ ଗଠନ ନେଇ ବିଧାନ ସଭାରେ ସଂକଳ୍ପ ପାରିତ ହେଇଛି | ପରିଷଦ ଗଠନ

କଂଗ୍ରେସକୁ ଫେରିବେ ସାଗରିଆ

 କଂଗ୍ରେସ କୁ ଫେରିଛନ୍ତି ପୂର୍ବତନ ବିଧାୟକ କୃଷ୍ଣ ସାଗରିଆ | କଂଗ୍ରେସ କୁ ଫେରିବା ନେଇ ନିଜେ କୃଷ୍ଣ ସାଗରିଆଙ୍କ ପରୋକ୍ଷରେ ସୂଚନା | ମୁଁ ଏନେଇ ଇଛା ପ୍ରକାଶ କରିସାରିଛି , ହାଇକମାଣ୍ଡ ଙ୍କୁ ବି ଜଣାଇଛି | ବିଧାୟକ ପଦରୁ ଇସ୍ତଫା ଦେଇଥିଲି , ଦଳ ମୋତେ ସୁସ୍ପେଣ୍ଡ କରିଥିଲା | କଂଗ୍ରେସ

ଛୁଆକୁ ଧରି ନଦୀକୁ ଡେଇଁ ପଡ଼ିଲା ବାପା

ନଅ ମାସର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଲା ବାପା। କଟକ ସଦର ଥାନା ସଇଁନ୍ଦା ନିକଟ ସିଢ଼ୁଆ ନଦୀରେ ଘଟିଛି ଏହି ଅଘଟଣ। ଛୁଆଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ତାଙ୍କ ବାପାଙ୍କର ପତ୍ତା ମିଳିପାରି ନାହିଁ। ପାରିବାରିକ କଳହରୁ ବ୍ୟକ୍ତି ଜଣଙ୍କ ଏପରି