Odia News Portal

ଚୋରା ମଦ ବେପାରୀଙ୍କୁ କାବୁ କଲା ଅବକାରୀ ବିଭାଗ

କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ରାଧାପୁର ଗ୍ରାମର ଜଣେ ଚୋରା ମଦ ବେପାରୀକୁ ଗୋଡ଼ାଇ ଗୋଡ଼ାଇ ଫ୍ଲିଲ୍ମ ଷ୍ଟାଇଲରେ କାବୁ କରିଛି ଅବକାରୀ ବିଭାଗ। ଗିରଫ ଯୁବକ ରାଧାପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ବେହେରା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତ ଡିସେମ୍ବର ୨୭ ତାରିଖରେ

ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ

ଡିଭାଇଡର ଉପରେ ଚଢ଼ିଗଲା ବସ୍, ୧୦ ଆହତ । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥର ଚୁଡାଖିଆ ଛକ ନିକଟରେ ଦୁର୍ଘଟଣା ଘଟିଛି। ବସଟି ଏକ ହାଇୱାକୁ ଅତିକ୍ରମ କରୁଥିବାବେଳେ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢିଯାଇଥିଲା। ଫଳରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବର ଅନୁଯାୟୀ, ଯାଜପୁର ୧୬ ନମ୍ବର

ସ୍ୱାଧୀନତା ଦିବସ ପାଇଁ ପ୍ରଦର୍ଶନୀ ପଡ଼ିଆରେ ଫୁଲଡ୍ରେସ୍ ରିହରସାଲ

ଆଉ ଦିନକ ପରେ ସାରା ଦେଶରେ ପାଳିତ ହେବ ୭୭ତମ ସ୍ୱାଧୀନତା ଦିବସ। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି। ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲଡ୍ରେସ୍ ରିହରସାଲ କରାଯାଇଛି। ଆଜି ପରେଡ୍

କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୬୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର ରେ ଡେଙ୍ଗୁ ସ୍ଥିତି କ୍ୟାପିଟାଲ ହସ୍ପିଟାଲ ଅଧିକ୍ଷକ ଙ୍କ ସୂଚନା | କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩ ଶହ ରୁ ୪ ଶହ ଡେଙ୍ଗୁ ପରୀକ୍ଷା ହେଉଛି | ଦୈନିକ ୫୦ ରୁ ୬୦ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହେଉଛନ୍ତି | ଏବେ ହସ୍ପିଟାଲ ରେ ଡେଙ୍ଗୁ ରୋଗୀ ଙ୍କ ଲାଗି ୫୦ ସ୍ୱତନ୍ତ୍ର ବେଡ଼ ଅଛି |

ଭୁବନେଶ୍ୱର ଏମ୍‌ସରେ ବିରଳ ଅସ୍ତ୍ରୋପଚାର

ଏମ୍‌ସ ଭୁବନେଶ୍ୱରରେ ଜଣେ କିଡ୍‌ନୀ ଟ୍ୟୁମର ରୋଗୀଙ୍କ ପ୍ରଥମ ରେଟ୍ରୋେପରିଟୋନିଓସ୍କୋପିକ୍ ପାର୍ସିଆଲ ନେଫ୍ରେକ୍ଟୋମି ଅସ୍ତ୍ରୋପଚାର କରାଯାଇଛି। ରୋଗୀଙ୍କ ବୃକ୍‌କରେ ଅନ୍ତଃନଳୀ ଭିତରେ ସୃଷ୍ଟି ହୋଇଥିବା ମାଂସ ପିଣ୍ଡୁଳାକୁ ଅତ୍ୟାଧୁୁନିକ ପଦ୍ଧତିରେ ବାହାର କରାଯାଇଛି। ଓଡ଼ିଶାରେ ପ୍ରଥମ ଥର

ଟ୍ରକକୁ ପଛରୁ ପିଟିଲା କଣ୍ଟେନର, ଚାଳକ ମୃତ

ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ଛକ ନିକଟରେ ଏକ ଆଇରନ ବୋଝେଇ ଟ୍ରକୁକୁ ପଛରୁ ଏକ କଣ୍ଟେନର ଟ୍ରକ ଧକ୍କା ଦେବା ଫଳରେ କଣ୍ଟେନର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୂତାବକ ଆଜି ସକାଳ ସମୟରେ ଓଡ଼ି-୦୫-ଏଆର-୪୯୦୧ ଆଇରନ

କ୍ୟାବିନେଟ ନିଷ୍ପତ୍ତି : ଆସିଲା ନୂଆ ଯୋଜନା, ନୂଆ ଓଡ଼ିଶା

କ୍ୟାବିନେଟ ବୈଠକରେ ୧୯ଟି ପ୍ରସ୍ତାବରେ ବାଜିଲା ମୋହର । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱପୂର୍ଣ୍ଣ ୧୯ଟି ପ୍ରସ୍ତାବ କ୍ୟାବିନେଟ ଅନୁମୋଦନ କରିଛି । ଯେଉଁଥିରେ ନୂଆ ଯୋଜନା ନୂତନ ଉନ୍ନତ ଅଭିଲାଷା (ନୂଆ) ଓଡ଼ିଶାକୁ ମଞ୍ଜୁରୀ ମିଳିଛି । ଆସନ୍ତା ୩ ବର୍ଷ ମଧ୍ୟରେ

ମୟୂରଭଞ୍ଜରେ ବିକାଶର ଅନୁଧ୍ୟାନ କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ

ମୟୂରଭଞ୍ଜରେ ବିକାଶର ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ଜଶିପୁର ନିର୍ବାଚନମଣ୍ଡଳୀର ମାହାରଦାପଳସା ମିନି ଷ୍ଟାଡିଅମରେ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ୫ଟି ସଚିବ । ୧୦ ହଜାରରୁ ଅଧିକ ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ କରିଛନ୍ତି । ଏସଏଚଜି ମାଆ,

ନାବାଳିକା ଦୁଷ୍କର୍ମୀଙ୍କୁ ମିଳିବ ଫାଶିଦଣ୍ଡ

ବଦଳିବ ଭାରତୀୟ ଆଇନ୍‌ର କିଛି ବ୍ୟବସ୍ଥା । ଭାରତୀୟ ଆଇନ୍‌ ବ୍ୟବସ୍ଥାରେ ସଂସ୍କାର ଆଣାଯିବା ନେଇ କୁହାଯାଇଛି । ଦୋଷୀଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ତା କରାଯିବ । ଏନେଇ ନୂଆ ଫୌଜଦାରୀ ଆଇନ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଗୃହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏହା ଲୋକତନ୍ତ୍ର ଆଉ ଏଠାରେ ସମସ୍ତଙ୍କର କହିବାର ଅଧିକାର ଅଛି : ଅମିତ ଶାହା

ଉଚ୍ଛେଦ ହେବ ବ୍ରିଟିଶ ଅମଳର ରାଜଦ୍ରୋହ ଅପରା ସଜା । ରାଜଦ୍ରୋହ ହଟିଯିବା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସୂଚନା ରହିଛି । ଏହା ଲୋକତନ୍ତ୍ର ଆଉ ଏଠାରେ ସମସ୍ତଙ୍କର କହିବାର ଅଧିକାର ଅଛି ବୋଲି କହିଛନ୍ତି ଅମିତ ଶାହା ।